ପିପିଲି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
(Pipili Assembly constituencyରୁ ଲେଉଟି ଆସିଛି)
ପିପିଲି (କ୍ରମିକ ସଂଖ୍ୟା: ୧୧୦) ପୁରୀ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପିପିଲି (ବି), ପିପିଲି ବ୍ଳକ ଓ ଡେଲାଙ୍ଗ ବ୍ଳକ ।[୨][୩]
ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୦୮,୭୩୯ |
ଜିଲ୍ଲା: | ପୁରୀ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ପୁରୀ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଦୀପ ମହାରଥୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କଠାରୁ ୩୩୪୭୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଦୀପ ମହାରଥୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କଠାରୁ ୧୨,୫୦୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ବିଧାନ ସଭା ନିର୍ବାଚନ, ପିପିଲି [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ପ୍ରଦୀପ ମହାରଥୀ | ୭୪,୧୧୨ | ୪୯.୧୪ | - | |
କଂଗ୍ରେସ | ଯୁଧିଷ୍ଠିର ସାମନ୍ତରାୟ | ୬୧,୬୦୭ | ୪୦.୮୫ | - | |
ଭାଜପା | ଅଜିତ ମଙ୍ଗରାଜ | ୧୧,୧୩୮ | ୭.୩୯ | - | |
ସ୍ୱାଧୀନ | ଶ୍ୟାମ ସୁନ୍ଦର ଛୋଟରାୟ | ୧,୯୯୮ | ୧.୩୨ | - | |
ସିପିଆଇ(ମାଲେ) ଲିବରେସନ | ଅଶୋକ ପ୍ରଧାନ | ୧,୩୮୬ | ୦.୯୨ | - | |
ସପା | ସୁଦର୍ଶନ ପ୍ରଧାନ | ୫୬୮ | ୦.୩୮ | - | |
ଭୋଟ ବ୍ୟବଧାନ | ୧୨,୫୦୫ | ୮.୨୯* | - | ||
ମତଦାନ ହାର | ୧,୫୦,୮୦୯ | ୭୩.୪୩ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୨୪: ଆଶ୍ରିତ ପଟ୍ଟନାୟକ (ବିଜେପି)
- ୨୦୨୧ (ଉପ): ରୁଦ୍ର ପ୍ରତାପ ମହାରଥୀ (ବିଜଦ)
- ୨୦୧୯: ପ୍ରଦୀପ ମହାରଥୀ (ବିଜଦ)
- ୨୦୧୪: ପ୍ରଦୀପ ମହାରଥୀ (ବିଜଦ)
- ୨୦୦୯: (୧୧୦): ପ୍ରଦୀପ ମହାରଥୀ (ବିଜଦ)
- ୨୦୦୪: (୫୨): ପ୍ରଦୀପ ମହାରଥୀ (ବିଜଦ)
- ୨୦୦୦: (୫୨): ପ୍ରଦୀପ ମହାରଥୀ (ବିଜଦ)
- ୧୯୯୫: (୫୨): ଯୁଧିଷ୍ଠିର ସାମନ୍ତରାୟ (କଂଗ୍ରେସ)
- ୧୯୯୦: (୫୨): ପ୍ରଦୀପ ମହାରଥୀ (ଜନତା ଦଳ)
- ୧୯୮୫: (୫୨): ପ୍ରଦୀପ ମହାରଥୀ (ଜନତା)
- ୧୯୮୦: (୫୨): ବିପିନ ବିହାରୀ ଦାଶ (କଂଗ୍ରେସ-ଇ)
- ୧୯୭୭: (୫୨): କିରଣ ଲେଖା ମହାନ୍ତି (ଜନତା)
- ୧୯୭୪: (୫୨): ବିପିନ ବିହାରୀ ଦାଶ (କଂଗ୍ରେସ)
- ୧୯୭୧: (୪୮): ଅଭିମନ୍ୟୁ ରଣସିଂହ (କଂଗ୍ରେସ-ଜେ)
- ୧୯୬୭: (୪୮): ବନମାଳି ପଟ୍ଟନାୟକ (ଜନ କଂଗ୍ରେସ)
- ୧୯୬୧: (୯୩): ରାମଚନ୍ଦ୍ର ପଟ୍ଟନାୟକ (କଂଗ୍ରେସ)
- ୧୯୫୭: (୬୫): ରାମଚନ୍ଦ୍ର ପଟ୍ଟନାୟକ (ସ୍ୱାଧୀନ) ଓ ଗୋପୀନାଥ ଭୋଇ (କଂଗ୍ରେସ)
- ୧୯୫୧: (୮୫): ଜୟକୃଷ୍ଣ ମହାନ୍ତି (କଂଗ୍ରେସ)
ଆଧାର
ସମ୍ପାଦନା- ↑ "Pipili Assembly Election 2009, Orissa". empoweringindia.org. 2013. Archived from the original on 14 April 2014. Retrieved 19 June 2013.
Constituency: Pipili (110) District : Puri
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
12505
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 52-Pipli Constituency of ORISSA". eci.nic.in. 2006. Retrieved 19 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf