ଯୁଧିଷ୍ଠିର ସାମନ୍ତରାୟ
ଯୁଧିଷ୍ଠିର ସାମନ୍ତରାୟ (୧୬ ମାର୍ଚ୍ଚ ୧୯୫୩ – ୧୬ ଅକ୍ଟୋବର ୨୦୨୩) ଜଣେ ଓଡ଼ିଆ ରାଜନେତା ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଯୁଧିଷ୍ଠିର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଯୁଧିଷ୍ଠିର ସାମନ୍ତରାୟ | |
---|---|
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୦ | |
ପୂର୍ବ ଅଧିକାରୀ | ପ୍ରଦୀପ ମହାରଥୀ |
ପର ଅଧିକାରୀ | ପ୍ରଦୀପ ମହାରଥୀ |
ନିର୍ବାଚନ ମଣ୍ଡଳୀ | ପିପିଲି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ମାର୍ଚ୍ଚ ୧୬, ୧୯୫୩ |
ମୃତ୍ୟୁ | ୧୬ ଅକ୍ଟୋବର ୨୦୨୩ ଭୁବନେଶ୍ୱର | (ବୟସ ୭୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ମିନାକ୍ଷୀ ସାମନ୍ତରାୟ |
ବାପା/ବୋଉ | ବିଶ୍ୱନାଥ ସାମନ୍ତରାୟ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଯୁଧିଷ୍ଠିର ସାମନ୍ତରାୟ ୧୯୫୩ ମସିହାର ମାର୍ଚ୍ଚ ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଶ୍ୱନାଥ ସାମନ୍ତରାୟ ଓ ପତ୍ନୀଙ୍କ ନାମ ମିନାକ୍ଷୀ ସାମନ୍ତରାୟ । ଯୁଧିଷ୍ଠିରଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ।[୧]
ରାଜନୈତିକ ଜୀବନ
ସମ୍ପାଦନାଯୁଧିଷ୍ଠିର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଯୁଧିଷ୍ଠିର ସାମନ୍ତରାୟ ୨୦୨୩ ମସିହାର ଅକ୍ଟୋବର ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Yudhistir Samantaraya". odishaassembly.nic.in. Odisha Assembly. Retrieved 11 June 2020.
- ↑ Baliarsingh, Cassian (16 October 2023). "Ex-Pipili MLA Judhistir Samantaray passes away at 73". OdishaTV. Retrieved 17 October 2023.