ମହାସଂଗ୍ରାମ
୨୦୦୦ର ଓଡ଼ିଆ କଥାଚିତ୍ର
(Mahasangramରୁ ଲେଉଟି ଆସିଛି)
ମହାସଂଗ୍ରାମ ୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୈଳାଶ ମହାରନା । ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ସଂଗ୍ରାମ ବିଶ୍ୱାଳ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ସଂଗ୍ରାମ ବିଶ୍ୱାଳ ।[୧]
ମହାସଂଗ୍ରାମ | |
---|---|
ନିର୍ଦ୍ଦେଶକ | ସଂଗ୍ରାମ ବିଶ୍ୱାଳ |
ପ୍ରଯୋଜକ | କୈଳାଶ ମହାରଣା |
ସଂଳାପ | ଶୀର୍ଷାନନ୍ଦ ଦାସ କାନୁନ୍ଗୋ |
ଚିତ୍ରନାଟ୍ୟ | ସଂଗ୍ରାମ ବିଶ୍ୱାଳ |
କାହାଣୀ | ସଂଗ୍ରାମ ବିଶ୍ୱାଳ |
କଳାକାର | ସିଦ୍ଧାନ୍ତ ମହାପାତ୍ର ବିଜୟ ମହାନ୍ତି ମିହିର ଦାସ ଜ୍ୟୋତି ମିଶ୍ର ପୁଷ୍ପା ପଣ୍ଡା |
ସଙ୍ଗୀତ | ଦୀପକ କୁମାର |
ଚିତ୍ରଗ୍ରହଣ | ଶାମ୍ବା ଶିବ ରାଓ |
ସମ୍ପାଦକ | ଏ. ଶ୍ରୀକର ପ୍ରସାଦ |
ମୁକ୍ତିଲାଭ ତାରିଖ | ୧ ଅକ୍ଟୋବର ୨୦୦୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟ
ସମ୍ପାଦନା- ସିଦ୍ଧାନ୍ତ ମହାପାତ୍ର
- ଜ୍ୟୋତି ମିଶ୍ର
- ବିଜୟ ମହାନ୍ତି
- ମିହିର ଦାସ
- ପୁଷ୍ପା ପଣ୍ଡା
- ବୀଣା ମହାରଣା
- କୈଳାଶ ମହାରଣା
- ରାଇମୋହନ ପରିଡ଼ା
- ପ୍ରଦ୍ୟୁମ୍ନ ଲେଙ୍କା
- ମୀନକେତନ
- ସାତ୍ୟକି ମିଶ୍ର
- ରାଜୁ ନାୟକ
- ପିତବାସ
- ବବି
- ଲିଟୁନ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦୀପକ କୁମାର । ଶୀର୍ଷାନନ୍ଦ ଦାସ କାନୁନ୍ଗୋ, ନିଜାମ, ଫେଲୁ ପଟ୍ଟନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ଦେଖିଲି ଗୋରୀ କାଳୀ ହଜାରେ" | |
2. | "ତୋ ନହକା ନହକା ଚାଲି" | |
3. | "ତୋର ଛାତି ଧକ ଧକ ହଉଚି" | |
4. | "ମୋର ଗୋଲାପି ଓଠ" | |
5. | "ସମୟର ପରା ସଭିଏଁ ଗୁଲାମ" |
ଆଧାର
ସମ୍ପାଦନା- ↑ "ସଂଗ୍ରାମଙ୍କ ସିନେମାରେ ନାହାନ୍ତି ବର୍ଷା". ସମ୍ବାଦ. 4 March 2023. p. 10. Archived from the original on 28 August 2023. Retrieved 28 August 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମହାସଂଗ୍ରାମ