ବୀଣା ମହାରଣା
ଓଡ଼ିଆ ଅଭିନେତ୍ରୀ
ବୀଣା ମହାରଣା ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅନେକ ଓଡ଼ିଆ କଥାଚିତ୍ରରେ କାମ କରିଛନ୍ତି ।
ବୀଣା ମହାରଣା | |
---|---|
ଜାତୀୟତା | ![]() |
ଜୀବିକା | ସିନେମା ଅଭିନେତ୍ରୀ |
କାର୍ଯ୍ୟକାଳ | ୧୯୮୮-ଏବେଯାଏଁ |
ପ୍ରସିଦ୍ଧି | ଓଡ଼ିଆ ସିନେମା ଅଭିନେତ୍ରୀ |
ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ
ବୀଣା ମହାରଣା ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିଲେ ।
ଓଡ଼ିଆ କଥାଚିତ୍ରରେ ଅବଦାନସମ୍ପାଦନ କରନ୍ତୁ
୧୯୮୮ ମସିହାରେ କନ୍ୟାଦାନ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ବୀଣା, ବର୍ତ୍ତମାନ ସୁଦ୍ଧା ୮ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ରସମ୍ପାଦନ କରନ୍ତୁ
କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
ଏ ମନ ଖୋଜେ ମନଟିଏ | ୨୦୧୧ | ରଞ୍ଜନ ମିଶ୍ର |
ବାଇଶି ପାହାଚେ ଖେଳିବ ମୀନ | ୨୦୧୧ | ସଞ୍ଜୟ ନାୟକ |
କନ୍ୟାଦାନ | ୧୯୮୮ | ଅରୁଣ ମହାନ୍ତି |
ପ୍ରେମ ଏଟିଏମ୍ | ୨୦୨୨ | ସୁଧାଂଶୁ ମୋହନ ସାହୁ |
ପୁରସ୍କାରସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
ବାହାର ଆଧାରସମ୍ପାଦନ କରନ୍ତୁ
- ବୀଣା ମହାରଣା (ଇଣ୍ଟରନେଟ ମୁଭି ଡାଟାବେସରେ)