ଧର୍ମ ଦେବତା

୨୦୦୧ର ଓଡ଼ିଆ କଥାଚିତ୍ର
(Dharma Debataରୁ ଲେଉଟି ଆସିଛି)

ଧର୍ମ ଦେବତା, ୨୦୦୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଡି. ରାମ ନାଇଡ଼ୁ । ସୁରେଶ କ୍ରିଷ୍ଣା ଏବଂ ବିଜୟ ଭାସ୍କର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଜୟ ଭାସ୍କର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଧର୍ମ ଦେବତା
ନିର୍ଦ୍ଦେଶକବିଜୟ ଭାସ୍କର
ପ୍ରଯୋଜକଡି. ରାମ ନାଇଡ଼ୁ
ସଂଳାପସୁବୋଧ ପଟ୍ଟନାୟକ
କାହାଣୀବିଜୟ ଭାସ୍କର,
ସୁରେଶ କ୍ରିଷ୍ଣା
କଳାକାରସିଦ୍ଧାନ୍ତ ମହାପାତ୍ର, ଉଷସୀ ମିଶ୍ର, ମିହିର ଦାସ, ବିଜୟ ମହାନ୍ତି
ସଙ୍ଗୀତଅମରେନ୍ଦ୍ର ମହାନ୍ତି
ଚିତ୍ରଗ୍ରହଣକେ. ଭି. ସୁରେଶ
ସମ୍ପାଦକକ୍ରୀଷ୍ଣା ରେଡ୍ଡୀ
ମୁକ୍ତିଲାଭ ତାରିଖ
୨୦୦୧
ଦେଶ ଭାରତ
ଭାଷାଓଡ଼ିଆ

ସିଦ୍ଧାନ୍ତ ମହାପାତ୍ର, ଉଷସୀ ମିଶ୍ର, ମିହିର ଦାସ, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ରାକେଶ ଜୈନ, ସୁରେଶ ବଳ, ନମ୍ରତା ଦାସ, ଶ୍ରୀତମ ଦାସ, ରାଇମୋହନ ପରିଡ଼ା, ରୁନୁ ପରିଜା, ହର ପଟ୍ଟନାୟକ, ଜୟୀରାମ ସାମଲ, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତିନିଜାମ, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୋନାଲୀ ବାଜପେୟୀ, ସୋନୁ ନିଗମ, ସାଧନା ସରଗମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  2. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7. 11 January 2022. Archived from the original on 25 April 2023. Retrieved 23 June 2023.

ବାହାର ଆଧାର ସମ୍ପାଦନା