ସୁନା ସଙ୍ଖାଳୀ

୨୦୦୩ର ଓଡ଼ିଆ କଥାଚିତ୍ର

ସୁନା ସଙ୍ଖାଳୀ ୨୦୦୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦୀପ ଭୋଇ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରବି କିନାଗୀ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ସୁନା ସଙ୍ଖାଳୀ
ନିର୍ଦ୍ଦେଶକରବି କିନାଗୀ
ପ୍ରଯୋଜକପ୍ରଦୀପ ଭୋଳ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟରବି କିନାଗୀ
କାହାଣୀରବି କିନାଗୀ
କଳାକାରଜିତ୍
ସ୍ୱସ୍ତିକା ମୁଖାର୍ଜୀ
ମିହିର ଦାସ
ବର୍ଷା ପ୍ରିୟଦର୍ଶିନୀ
ହରିହର ମହାପାତ୍ର
ଦେବୁ ବୋଷ
ହର ପଟ୍ଟନାୟକ
ସଙ୍ଗୀତମନ୍ମଥ ମିଶ୍ର
ଚିତ୍ରଗ୍ରହଣଦିଲ୍ଲୀପ ରାୟ
ସମ୍ପାଦକରବି କିନାଗୀ
ମୁକ୍ତିଲାଭ ତାରିଖ
୨୦୦୩
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବଙ୍ଗୀୟ ନାୟକ ଜିତ୍, ବର୍ଷା ପ୍ରିୟଦର୍ଶିନୀ ଏବଂ ନାୟିକା ସ୍ୱସ୍ତିକା ମୁଖାର୍ଜୀ ।[୧] ମିହିର ଦାସ, ହରିହର ମହାପାତ୍ର, ଦେବୁ ବୋଷ, ହର ପଟ୍ଟନାୟକ, ସୁରେଶ ବଳ, ବ୍ରଜ ସିଂହ, ରାଇମୋହନ ପରିଡ଼ା, ଇଶା ବେବୋର୍ତ୍ତା, ମନୋଜ ମିଶ୍ର, ଚକ୍ରଧର ଜେନା, ତୃପ୍ତି ସିହ୍ନା, ଶାରଦା ନାୟକ, ପ୍ରଦୀପ ଜେନା, କୁମୁଦ ପଣ୍ଡା, ରମେଶ ସାହୁ, ବିଭୁ ସାମନ୍ତରାୟ ଆଦି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନ କରନ୍ତୁ

କାହାଣୀ ସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ରଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ମନ୍ମଥ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହ‌ମଦ ଅଜିଜ୍, ଲୋପିତା ମିଶ୍ର, ଶ୍ୱେତା ମିଶ୍ର, ଅରବିନ୍ଦ ମୁଦୁଲି, ରୁଦ୍ର, ସାଧନା ସରଗମ, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ଆ ଜ‌‌ହ୍ନ ଆ" 
2."ତୁ ହସିଲେ" 
3."ଷୋହଳ ବୟସ" 
4."ତୁମକୁ ମୁଁ ଯେବେ ଦେଖେ" 
5."ମିଛ ଦୁନିଆରେ ସତ ଏକା ସେହି" 
6."ମୋ ସପନ ରଜା ପୁଅ" 
7."ମମତା ଡୋରୀ ଛିଡ଼େଇ ଦେଇ" 

ଆଧାର ସମ୍ପାଦନ କରନ୍ତୁ

  1. "ଟଲିଉଡର ଏହି ସୁପରଷ୍ଟାରଙ୍କୁ ପରାଜିତ କରିଥିଲେ ଅନୁଭବ, ଏହାପରେ ଆଉ ଓଡ଼ିଆ ସିନେମାରେ ମୁହଁ ଦେଖାଇ ନଥିଲେ ସୁପରଷ୍ଟାର | Sambad". Sambad. 18 August 2018. Archived from the original on 31 August 2018. Retrieved 31 August 2018.
  2. "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 2 September 2018. Retrieved 2 September 2018.
  3. "ଏହି ଓଲିଉଡ ଖଳନାୟକ ମନୋଜ ମିଶ୍ର ବନିଲେ ରାଘବ, ଜାଣନ୍ତୁ କ'ଣ ଘଟୁଛି". sambad.in. 3 June 2018. Retrieved 6 June 2018.

ବାହାର ଆଧାର ସମ୍ପାଦନ କରନ୍ତୁ