ସମୟ ଖେଳୁଛି ଚକା ଭଉଁରୀ

୨୦୦୨ର ଓଡ଼ିଆ କଥାଚିତ୍ର

ସମୟ ଖେଳୁଛି ଚକା ଭଉଁରୀ, ୨୦୦୨ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅରୁଣ ସାହୁ ଏବଂ ସ୍ନେହଲତା ସାହୁ । ମନୋଜ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୁଧାଂଶୁ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧][୨]

ସମୟ ଖେଳୁଛି ଚକା ଭଉଁରୀ
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକଅରୁଣ ସାହୁ,
ସ୍ନେହଲତା ସାହୁ
ସଂଳାପ(ସଂଳାପ):ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟମନୋଜ ପଣ୍ଡା
କଳାକାରସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମାମା ମିଶ୍ର, ମିହିର ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣଶ୍ରୀନିବାସ ମହାପାତ୍ର,
ସଚିନ ସିଂହ
ସମ୍ପାଦକବିଶ୍ୱନାଥ ରାଓ
ମୁକ୍ତିଲାଭ ତାରିଖ
୨୦୦୨
ଦେଶ ଭାରତ
ଭାଷାଓଡ଼ିଆ

ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ[୩], ମାମା ମିଶ୍ର, ମିହିର ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଦେବୁ ବୋଷ, ରାଇଚରଣ ଦାସ, ଅଶ୍ରୁମୋଚନ ମହାନ୍ତି, ବୈଶାଳୀ ପରିଡ଼ା, ରାଇମୋହନ ପରିଡ଼ା, ପ୍ରେମାଞ୍ଜନ ପରିଡ଼ା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କିରଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ରଦେବଦାସ ଛୋଟରାୟ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅଭିଜିତ୍, ମହମଦ ଅଜିଜ୍, ଇରା ମହାନ୍ତି, ଜଲି ମୁଖାର୍ଜୀ, ଅନୁରାଧା ପୌଡ଼ୱାଲ, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "ଦୁଇ ଥର ଓଲିଉଡର ଏହି ଗୁରୁ-ଶିଷ୍ୟଙ୍କର ହୋଇଥିଲା ଟକ୍କର !". sambad.in. 9 January 2018. Retrieved 30 April 2018.
  2. ୨.୦ ୨.୧ "ଓଲିଉଡ୍ ନାୟିକା , ବଲିଉଡ୍ ନାୟକ ! | Kanak News". Kanak News. 22 September 2017. Archived from the original on 26 October 2017. Retrieved 1 September 2018.
  3. "ଓଲିଉଡରେ 'ଅଗ୍ନିପରୀକ୍ଷା'". Odisha.Iive. 27 March 2018. Retrieved 30 April 2018.
  4. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  5. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  6. "୭୫ ବର୍ଷ ବୟସରେ ଅଭିନେତା ଦେବୁ ବୋଷଙ୍କ ପରଲୋକ | Kanak News". Kanak News. 23 August 2018. Archived from the original on 27 August 2018. Retrieved 4 September 2018.

ବାହାର ଆଧାର ସମ୍ପାଦନା