ପୁନମ ମିଶ୍ର

ଓଡ଼ିଆ କଥାଚିତ୍ର ଅଭିନେତ୍ରୀ

ପୁନମ ମିଶ୍ର (ଜନ୍ମ: ୩୦ ଜୁନ ୧୯୯୩[୨]) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।[୩][୪] ସେ ଓଡ଼ିଆ କଥାଚିତ୍ର ବାଇଶି ପାହାଚେ ଖେଳିବ ମୀନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୧][୫][୬] ଏହାପରେ ସେ ଲଭ୍ ମାଷ୍ଟର, ରକ୍‌ଷ୍ଟାର୍ ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।[୭]

ପୁନମ ମିଶ୍ର
Poonam Mishra (cropped).jpg
ଜନ୍ମ
ପୁନମ ମିଶ୍ର

(1993-06-30) ୩୦ ଜୁନ ୧୯୯୩ (ବୟସ ୨୯)
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
Years active୨୦୧୧ରୁ-ଏବେଯାଏଁ[୧]

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ଅଭିନୟ ଜୀବନସମ୍ପାଦନ କରନ୍ତୁ

ପୁନମ ମିଶ୍ର ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ବାଇଶି ପାହାଚେ ଖେଳିବ ମୀନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୮][୯] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ[୧] ଏହାପରେ ସେ ବାବୁଶାନ୍‌ଙ୍କ ସ‌ହ ଲଭ୍ ମାଷ୍ଟର[୧୦], ବୁଲୁଙ୍କ ସ‌ହ ରକ୍‌ଷ୍ଟାର୍ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୭]

୨୦୧୮ରେ ମନୋରଞ୍ଜନ ପାଲ୍‌ଙ୍କ ନିର୍ଦ୍ଦେଶିତ କଥାଚିତ୍ର ଫେସ୍‌ବୁକ୍‌ ମୁକ୍ତିଲାଭ କରିବାର ଅଛି ।[୮] ଏହି କଥାଚିତ୍ରରେ ପୁନମ ପୁଣିଥରେ ବୁଲୁଙ୍କ ସ‌ହ ଅଭିନୟ କରୁଛନ୍ତି ।[୫]

ସେ ଦୂରଦର୍ଶନରେ ତଅପୋଇ ଧାରାବାହିକରେ ତଅପୋଇ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୧ ବାଇଶି ପାହାଚେ ଖେଳିବ ମୀନ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୨ ଲଭ୍ ମାଷ୍ଟର ଲଗ୍ନା
୨୦୧୫ ରକ୍‌ଷ୍ଟାର୍
୨୦୧୮ ୪ ଇଡିଅଟସ୍
୨୦୨୦ ଟିକେ ଲଭ୍ ଟିକେ ଟ୍ୱିଷ୍ଟ୍

ଅଭିନୀତ ଧାରାବାହିକସମ୍ପାଦନ କରନ୍ତୁ

ଧାରାବାହିକ ଚେନାଲ ଭୂମିକା
ତଅପୋଇ ତଅପୋଇ

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ "ଦୁଇ ବର୍ଷ ହେଲା ବଡ଼ ପରଦାରେ ଦେଖା ଦେଇନାହାନ୍ତି ଏହି ଓଲିଉଡ ନାୟିକା". sambad.in. 30 November 2017. Retrieved 14 February 2018.
  2. "Poonam Mishra Odia Actress". Odia360.Com (in ଆମେରିକୀୟ ଇଂରାଜୀ). 2 January 2018. Archived from the original on 23 January 2019. Retrieved 23 January 2019.
  3. "Poonam Mishra Odia Actress Biography - EnewsOdia.Com". enewsodia.com/. E News ଓଡ଼ିଆ. 28 September 016. Retrieved 23 January 2019.
  4. "Gaap Saap Ep 438 - 03 Sep 2017 - Odia Actress Poonam Mishra". O TV. YouTube. 3 September 2017. Retrieved 23 January 2019.
  5. ୫.୦ ୫.୧ "ଏ ବର୍ଷ ଆସିବେ ବୁଲୁ-ପୁନମ୍‌". samba.in. 7 January 2018. Retrieved 14 February 2018.
  6. "'ଓମ୍‌'ରେ ଏକାଠି ଆସିପାରି ନ ଥିଲେ, ଏବେ ଆସୁଛନ୍ତି ଓଲିଉଡର ଏହି ନାୟକ-ନାୟିକା ଯୋଡ଼ି | Sambad". ସମ୍ବାଦ. sambad.in. 12 August 2019. Archived from the original on 6 January 2022. Retrieved 6 January 2022.
  7. ୭.୦ ୭.୧ "ଏ ବର୍ଷ ଓଲିଡଡ୍‌ ରିଲିଜରେ ଅନୁପସ୍ଥିତ ନାୟିକା !". sambad.in. 27 December 2017. Retrieved 14 February 2018.
  8. ୮.୦ ୮.୧ "ଅଧାରେ ଅଟକିଛି ଏହି ଚୁଲୁବୁଲି ନାୟିକାଙ୍କ ଓଡ଼ିଆ ସିନେମା". sambad.in. 18 March 2018. Retrieved 21 March 2018.
  9. "ପ୍ରଥମ ଥରପାଇଁ ଏକାଠି ହେଲେ ଏହି ଓଲିଉଡ ନାୟକ-ନାୟିକା". Sambad (in Odia). Odisha. 23 January 2019. Archived from the original on 23 January 2019. Retrieved 23 January 2019.{{cite news}}: CS1 maint: unrecognized language (link)
  10. "'ରକଷ୍ଟାର୍‌' ପାର୍ଟନରଙ୍କ ସହ ରୋମାନସ୍‌ କରୁଛନ୍ତି ଏହି ଓଲିଉଡ ନାୟିକା". sambad.in. 6 May 2018. Retrieved 6 June 2018.

ବାହାର ଆଧାରସମ୍ପାଦନ କରନ୍ତୁ