ଲକ୍ଷ୍ମଣ ରେଖା
୧୯୯୬ର ଓଡ଼ିଆ କଥାଚିତ୍ର
ଲକ୍ଷ୍ମଣ ରେଖା, ୧୯୯୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁବାସ ରାଉତ ।[୨] ଏହି କଥାଚିତ୍ରଟି ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ମହସିନ ।[୩]
ଲକ୍ଷ୍ମଣ ରେଖା | |
---|---|
ନିର୍ଦ୍ଦେଶକ | ମହମ୍ମଦ ମହସିନ୍ |
ପ୍ରଯୋଜକ | ସୁବାସ ରାଉତ |
କଳାକାର | ସିଦ୍ଧାନ୍ତ ମହାପାତ୍ର ରଚନା ବାନାର୍ଜି ଅପରାଜିତା ମହାନ୍ତି ଜୟୀରାମ ସାମଲ ଉତ୍ତମ ମହାନ୍ତି |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ମୁକ୍ତିଲାଭ ତାରିଖ | ୧୯୯୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେ
ସମ୍ପାଦନାସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।[୩]
ଆଧାର
ସମ୍ପାଦନା- ↑ ପରିଡ଼ା, ଲକ୍ଷ୍ମଣ କୁମାର (1 July 2003). "ଓଡ଼ିଆ ଚଳଚ୍ଚିତ୍ରରେ ଶ୍ରୀ ଜଗନ୍ନାଥ" (PDF). ଉତ୍କଳ ପ୍ରସଙ୍ଗ (July 2003): 114. Archived from the original (PDF) on 14 October 2020. Retrieved 14 January 2019.
- ↑ "ବିଶିଷ୍ଟ ଓଡ଼ିଆ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ". PrameyaNews7 (in Odia). Odisha. 22 September 2018. Archived from the original on 13 October 2020. Retrieved 15 January 2019.
{{cite news}}
: CS1 maint: unrecognized language (link) - ↑ ୩.୦ ୩.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
- ↑ "ଓଡ଼ିଆ ସିନେ ଅଭିନେତ୍ରୀ ଅନିତା ଦାସଙ୍କ ପରଲୋକ". OTV Khabar. 11 May 2018. Archived from the original on 18 July 2018. Retrieved 14 January 2019.
- ↑ "୭୫ ବର୍ଷ ବୟସରେ ଅଭିନେତା ଦେବୁ ବୋଷଙ୍କ ପରଲୋକ | Kanak News". Kanak News. 23 August 2018. Archived from the original on 27 August 2018. Retrieved 4 September 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଲକ୍ଷ୍ମଣ ରେଖା
- ଲକ୍ଷ୍ମଣ ରେଖା ୟୁଟ୍ୟୁବରେ