ସପନର ନାୟିକା
ସପନର ନାୟିକା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବିନ୍ଦ୍ର ପଣ୍ଡା ଏବଂ ଅନର୍ଭ ରାଉତରାୟ ।[୩] ବିଜୟଲକ୍ଷ୍ମୀ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୪] ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ ।[୧] ରାଜ୍ ପ୍ରଦୀପ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୫] ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୩]
ସପନର ନାୟିକା | |
---|---|
ନିର୍ଦ୍ଦେଶକ | ରାଜ୍ ପ୍ରଦୀପ |
ପ୍ରଯୋଜକ | ରବିନ୍ଦ୍ର ପଣ୍ଡା ଅନର୍ଭ ରାଉତରାୟ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ରଜନୀ ରଞ୍ଜନ |
କାହାଣୀ | ବିଜୟଲକ୍ଷ୍ମୀ ପଣ୍ଡା |
କଳାକାର | ଦୀପକ ବାରିକ ପିଙ୍କି ପ୍ରିୟଦର୍ଶିନୀ ଦୈତାରି ପଣ୍ଡା ମନୋଜ ମିଶ୍ର ଶ୍ରୀତମ ଦାସ |
ସଙ୍ଗୀତ | ପ୍ରଶାନ୍ତ ପାଢ଼ୀ |
ଚିତ୍ରଗ୍ରହଣ | ଜୟ ପ୍ରଧାନ |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୨୪ ମଇ ୨୦୧୩[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ[୬] ଏବଂ ପିଙ୍କି ପ୍ରିୟଦର୍ଶିନୀ[୭] ।[୮] ଦୈତାରି ପଣ୍ଡା, ମନୋଜ ମିଶ୍ର, ଶ୍ରୀତମ ଦାସ, ଲରେନ୍ସ ବେହେରା, ଚିନ୍ମୟୀ ପ୍ରିୟଦର୍ଶିନୀ, ଗୁଡ୍ଡୁ, ବାଦଲ ମହାନ୍ତି, ଅନନ୍ତ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧][୯]
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ ।[୪] କୁମାର ଜିତେନ, ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ, ରଶ୍ମୀ ରଞ୍ଜନ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୩][୫] ପାମେଲା ଜୈନ, ଉଦିତ ନାରାୟଣ[୧], ପମି, ବିନୋଦ ରାଠୋଡ, ସୌରଭ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।[୯]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ଚିକିଣି ପତଳୀ ମୁଁ" | |
2. | "ଲଭ୍ ଲଭ୍" | |
3. | "ମନ କାଚଘର" | |
4. | "ମୁଁ ଟିକେ ଚଗଲି" | |
5. | "ତୁ ମୋ ସପନର ନାୟିକ" |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Sapanara Nayika new Oriya Film". Incredible Orissa. 23 January 2013. Retrieved 21 October 2017.
- ↑ "'ସପନ' ଯୋଡ଼ି". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ ୩.୦ ୩.୧ ୩.୨ "Sapanara Nayika". NewOdisha.in. 19 Feberuary 2013. Archived from the original on 24 October 2017. Retrieved 21 October 2017.
{{cite news}}
:|first=
missing|last=
(help); Check date values in:|date=
(help) - ↑ ୪.୦ ୪.୧ "Sapanara Nayika Odia film Cast and Crew, Wallpapers, Songs". Best Odisha. Archived from the original on 24 October 2017. Retrieved 21 October 2017.
- ↑ ୫.୦ ୫.୧ ୫.୨ "Sapanara Nayika". www.nuaodisha.com. Retrieved 21 October 2017.
- ↑ "ଓଲିଉଡ ନାୟକ ଦୀପକଙ୍କ ଅପେକ୍ଷା !". sambad.in. 28 August 2017. Retrieved 21 October 2017.
- ↑ "ଛଅମାସ ହେବ ପରଦାକୁ ଆସିନାହାନ୍ତି ଏହି ଓଲିଉଡ ନାୟିକା !". sambad.in. 26 August 2017. Archived from the original on 24 October 2017. Retrieved 21 October 2017.
- ↑ "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". Sambad. 7 September 2018. Archived from the original on 22 October 2021. Retrieved 7 September 2018.
- ↑ ୯.୦ ୯.୧ MOHAPATRA, MRUDU M. (4 March 2013). "Sapanara Nayika 1st Look". odia live. Retrieved 21 October 2017.
- ↑ "ସିନେମାଟିଏ 'ସୁପରଷ୍ଟାର' ହେଉ". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
- ↑ "ଫେରିଲେ ପିଙ୍କି". ସମାଜ (ରବିବାର) (in Odia). ଓଡ଼ିଶା. 28 October 2018. p. 8. Archived from the original on 27 October 2018. Retrieved 27 October 2018.
{{cite news}}
: CS1 maint: unrecognized language (link) - ↑ Guru, Himanshu (2017-09-14). "Producer and shooting star". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). Archived from the original on 2021-11-08. Retrieved 2021-11-08.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସପନର ନାୟିକା