ଏଇ ସଂଘର୍ଷ
୧୯୯୮ର ଓଡ଼ିଆ କଥାଚିତ୍ର
ଏଇ ସଂଘର୍ଷ, ୧୯୯୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରଜନୀକାନ୍ତ ସାମନ୍ତରାୟ । ଅରୁଣ ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧]
ଏଇ ସଂଘର୍ଷ | |
---|---|
ନିର୍ଦ୍ଦେଶକ | ରଜନୀକାନ୍ତ ସାମନ୍ତରାୟ |
ପ୍ରଯୋଜକ | ବିଜୟ କେତନ ମିଶ୍ର |
ସଂଳାପ | ବିଜୟ କେତନ ମିଶ୍ର |
ଚିତ୍ରନାଟ୍ୟ | ରଜନୀକାନ୍ତ ସାମନ୍ତରାୟ |
କାହାଣୀ | ବିଜୟ କେତନ ମିଶ୍ର |
କଳାକାର | ସୁଜାତା ଆନନ୍ଦ, ବିଜୟ ମହାନ୍ତି, ଦୀପ୍ତି ନାଭାଲ୍, କ୍ରୀତି କୁମାର, ପୂର୍ଣ୍ଣେନ୍ଦୁ ଦତ୍ତ, ରାମଚନ୍ଦ୍ର ପତିଆରୀ, ଜର୍ଜ ତିଆଡ଼ି |
ସଙ୍ଗୀତ | ସରୋଜ ପଟ୍ଟନାୟକ |
ସମ୍ପାଦକ | ଦେବେନ ମିଶ୍ର |
ମୁକ୍ତିଲାଭ ତାରିଖ | ୧୯ ଜୁଲାଇ ୧୯୯୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସୁଜାତା ଆନନ୍ଦ, ବିଜୟ ମହାନ୍ତି, ଦୀପ୍ତି ନାଭାଲ୍, କ୍ରୀତି କୁମାର, ପୂର୍ଣ୍ଣେନ୍ଦୁ ଦତ୍ତ, ରାମଚନ୍ଦ୍ର ପତିଆରୀ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୟ
ସମ୍ପାଦନା- ସୁଜାତା ଆନନ୍ଦ
- ବିଜୟ ମହାନ୍ତି
- ଦୀପ୍ତି ନାଭାଲ୍
- କ୍ରୀତି କୁମାର
- ପୂର୍ଣ୍ଣେନ୍ଦୁ ଦତ୍ତ
- ରାମଚନ୍ଦ୍ର ପତିଆରୀ
- ଜର୍ଜ ତିଆଡ଼ି
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସରୋଜ ପଟ୍ଟନାୟକ । ରଜନୀ ରଞ୍ଜନ, ଚିନ୍ମୟ ହୋତା, ନିମାଇଁ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଦେବାଶିଷ, ଲୋପିତା ମିଶ୍ର, ଗୀତା ଦାସ, ମାମା ରଥ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ "Aei Sangharsh". Retrieved 28 May 2018.
- ↑ "AEI SANGHARSA". Archived from the original on 6 January 2019. Retrieved 28 May 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଏଇ ସଂଘର୍ଷ