ଏଇ ସଂଘର୍ଷ

୧୯୯୮ର ଓଡ଼ିଆ କଥାଚିତ୍ର

ଏଇ ସଂଘର୍ଷ, ୧୯୯୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରଜନୀକାନ୍ତ ସାମନ୍ତରାୟ । ଅରୁଣ ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧]

ଏଇ ସଂଘର୍ଷ
ନିର୍ଦ୍ଦେଶକରଜନୀକାନ୍ତ ସାମନ୍ତରାୟ
ପ୍ରଯୋଜକବିଜୟ କେତନ ମିଶ୍ର
ସଂଳାପବିଜୟ କେତନ ମିଶ୍ର
ଚିତ୍ରନାଟ୍ୟରଜନୀକାନ୍ତ ସାମନ୍ତରାୟ
କାହାଣୀବିଜୟ କେତନ ମିଶ୍ର
କଳାକାରସୁଜାତା ଆନନ୍ଦ, ବିଜୟ ମହାନ୍ତି, ଦୀପ୍ତି ନାଭାଲ୍, କ୍ରୀତି କୁମାର, ପୂର୍ଣ୍ଣେନ୍ଦୁ ଦତ୍ତ, ରାମଚନ୍ଦ୍ର ପତିଆରୀ, ଜର୍ଜ ତିଆଡ଼ି
ସଙ୍ଗୀତସରୋଜ ପଟ୍ଟନାୟକ
ସମ୍ପାଦକଦେବେନ ମିଶ୍ର
ମୁକ୍ତିଲାଭ ତାରିଖ
୧୯ ଜୁଲାଇ ୧୯୯୦
ଦେଶ ଭାରତ
ଭାଷାଓଡ଼ିଆ

ସୁଜାତା ଆନନ୍ଦ, ବିଜୟ ମହାନ୍ତି, ଦୀପ୍ତି ନାଭାଲ୍, କ୍ରୀତି କୁମାର, ପୂର୍ଣ୍ଣେନ୍ଦୁ ଦତ୍ତ, ରାମଚନ୍ଦ୍ର ପତିଆରୀ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସରୋଜ ପଟ୍ଟନାୟକରଜନୀ ରଞ୍ଜନ, ଚିନ୍ମୟ ହୋତା, ନିମାଇଁ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଦେବାଶିଷ, ଲୋପିତା ମିଶ୍ର, ଗୀତା ଦାସ, ମାମା ରଥ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ

ଆଧାରସମ୍ପାଦନ କରନ୍ତୁ

  1. "Aei Sangharsh". Retrieved 28 May 2018.
  2. "AEI SANGHARSA". Retrieved 28 May 2018.

ବାହାର ଆଧାରସମ୍ପାଦନ କରନ୍ତୁ