କିଡ୍‌ନାପ୍

୨୦୧୪ର ଓଡ଼ିଆ କଥାଚିତ୍ର

କିଡ୍‌ନାପ୍, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଲୋକନାଥ ଦାଶ ଏବଂ ନବୀନ ଚନ୍ଦ୍ର ପରିଚ୍ଛା । ଲୋକନାଥ ଦାଶ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ସୀମାଞ୍ଚଳ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

କିଡ୍‌ନାପ୍
ନିର୍ଦ୍ଦେଶକସୀମାଞ୍ଚଳ ନାୟକ
ପ୍ରଯୋଜକଲୋକନାଥ ଦାଶ, ନବୀନ ଚନ୍ଦ୍ର ପରିଚ୍ଛା
ସଂଳାପଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟଡଃ ରଜନୀ ରଞ୍ଜନ
କାହାଣୀଲୋକନାଥ ଦାଶ
କଳାକାରମୀନକେତନ, ସରୋଜ ଦାସ, ରୁନୁ ମହାପାତ୍ର, କେଦାର ମିଶ୍ର, ପୁଷ୍ପା ପଣ୍ଡା, ଲିଙ୍କନ ପଟ୍ଟନାୟକ
ସଙ୍ଗୀତପ୍ରଶାନ୍ତ ପାଢ଼ୀ
ମୁକ୍ତିଲାଭ ତାରିଖ
୯ ଅଗଷ୍ଟ ୨୦୧୪
ଦେଶ ଭାରତ
ଭାଷାଓଡ଼ିଆ

ମୀନକେତନ[୧], ସରୋଜ ଦାସ, ରୁନୁ ମହାପାତ୍ର, କେଦାର ମିଶ୍ର, ପୁଷ୍ପା ପଣ୍ଡା, ଲିଙ୍କନ ପଟ୍ଟନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟିର ପ୍ରଚ୍ଛଦପଟ ଗାୟକ ସୌରଭ ନାୟକଙ୍କୁ ଏହି କଥାଚିତ୍ର ପାଇଁ ୨୬ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।[୨]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ

ଗୀତ ସମ୍ପାଦନା

କ୍ରମଗୀତସମୟ
1."ସେଇ ନିରିହ ଆଖିରେ ତୋର" 
2."କିଡ୍‌ନାପ୍" 
3."ଚାନ୍ଦ ତାରାରୁ ଟିକିଲି ଆଣି" 
4."ଆଖିରେ ଆଖିରେ ଚୋରା ପଲକରେ" 
5."ଆଜି କାଲି ଭେଣ୍ଡା ପିଲା ମେଣ୍ଟାଲ ଡିଲା" 

ଆଧାର ସମ୍ପାଦନା

  1. "ପରଲୋକରେ ମୀନକେତନ". sambad.in. 2 July 2017. Archived from the original on 21 September 2017. Retrieved 18 September 2017.
  2. "୨୬ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ଓ ୩ୟ ଟେଲି ପୁରସ୍କାର ଘୋଷିତ". ସର୍ବସାଧାରଣ. 19 November 2015. Retrieved 18 September 2017.[permanent dead link]

ବାହାର ଆଧାର ସମ୍ପାଦନା