କିଡ୍ନାପ୍
୨୦୧୪ର ଓଡ଼ିଆ କଥାଚିତ୍ର
କିଡ୍ନାପ୍, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଲୋକନାଥ ଦାଶ ଏବଂ ନବୀନ ଚନ୍ଦ୍ର ପରିଚ୍ଛା । ଲୋକନାଥ ଦାଶ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ସୀମାଞ୍ଚଳ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
କିଡ୍ନାପ୍ | |
---|---|
ନିର୍ଦ୍ଦେଶକ | ସୀମାଞ୍ଚଳ ନାୟକ |
ପ୍ରଯୋଜକ | ଲୋକନାଥ ଦାଶ, ନବୀନ ଚନ୍ଦ୍ର ପରିଚ୍ଛା |
ସଂଳାପ | ଡଃ ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ଡଃ ରଜନୀ ରଞ୍ଜନ |
କାହାଣୀ | ଲୋକନାଥ ଦାଶ |
କଳାକାର | ମୀନକେତନ, ସରୋଜ ଦାସ, ରୁନୁ ମହାପାତ୍ର, କେଦାର ମିଶ୍ର, ପୁଷ୍ପା ପଣ୍ଡା, ଲିଙ୍କନ ପଟ୍ଟନାୟକ |
ସଙ୍ଗୀତ | ପ୍ରଶାନ୍ତ ପାଢ଼ୀ |
ମୁକ୍ତିଲାଭ ତାରିଖ | ୯ ଅଗଷ୍ଟ ୨୦୧୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମୀନକେତନ[୧], ସରୋଜ ଦାସ, ରୁନୁ ମହାପାତ୍ର, କେଦାର ମିଶ୍ର, ପୁଷ୍ପା ପଣ୍ଡା, ଲିଙ୍କନ ପଟ୍ଟନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ପ୍ରଚ୍ଛଦପଟ ଗାୟକ ସୌରଭ ନାୟକଙ୍କୁ ଏହି କଥାଚିତ୍ର ପାଇଁ ୨୬ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।[୨]
ଅଭିନୟ
ସମ୍ପାଦନା- ମୀନକେତନ
- ସରୋଜ ଦାସ
- ରୁନୁ ମହାପାତ୍ର
- କେଦାର ମିଶ୍ର
- ପୁଷ୍ପା ପଣ୍ଡା
- ଲିଙ୍କନ ପଟ୍ଟନାୟକ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ସେଇ ନିରିହ ଆଖିରେ ତୋର" | |
2. | "କିଡ୍ନାପ୍" | |
3. | "ଚାନ୍ଦ ତାରାରୁ ଟିକିଲି ଆଣି" | |
4. | "ଆଖିରେ ଆଖିରେ ଚୋରା ପଲକରେ" | |
5. | "ଆଜି କାଲି ଭେଣ୍ଡା ପିଲା ମେଣ୍ଟାଲ ଡିଲା" |
ଆଧାର
ସମ୍ପାଦନା- ↑ "ପରଲୋକରେ ମୀନକେତନ". sambad.in. 2 July 2017. Archived from the original on 21 September 2017. Retrieved 18 September 2017.
- ↑ "୨୬ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ଓ ୩ୟ ଟେଲି ପୁରସ୍କାର ଘୋଷିତ". ସର୍ବସାଧାରଣ. 19 November 2015. Retrieved 18 September 2017.[permanent dead link]
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ କିଡ୍ନାପ୍