ଯାହାକୁ ରଖିବେ ଅନନ୍ତ
ଯାହାକୁ ରଖିବେ ଅନନ୍ତ, ୧୯୮୮ ମସିହାରେ ମୁ୍କ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବସନ୍ତ ନାୟକ ।[୩] ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅସୀମ କୁମାର ଏହି କଥାଚିତ୍ରଟିର ନିର୍ଦ୍ଦେଶଣା ଦେଇଥିଲେ ।[୪] ଏହି କଥାଚିତ୍ରରେ ସାପଙ୍କ ମହିମା ବିଷୟରେ କିଛି ଦୃଶ୍ୟ ରହିଛି ।[୫]
ଯାହାକୁ ରଖିବେ ଅନନ୍ତ | |
---|---|
ନିର୍ଦ୍ଦେଶକ | ଅସିମ କୁମାର |
ପ୍ରଯୋଜକ | ବସନ୍ତ ନାୟକ |
ସଂଳାପ | ବିଜୟ ମିଶ୍ର |
କଳାକାର | ଉତ୍ତମ ମହାନ୍ତି ବିଜୟ ମହାନ୍ତି ଅପରାଜିତା ମହାନ୍ତି ସୁଜାତା ଆନନ୍ଦ |
ସଙ୍ଗୀତ | ସ୍ୱରୂପ ନାୟକ |
ଚିତ୍ରଗ୍ରହଣ | ସୁରେନ୍ଦ୍ର ସାହୁ |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୪ ଅକ୍ଟୋବର ୧୯୮୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୪ଲକ୍ଷ ୮୫ହଜାର |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ।[୪] ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ସୁଜାତା ଆନନ୍ଦ, ପୃଥ୍ୱୀରାଜ ନାୟକ, ଦେବୁ ବ୍ରହ୍ମା, ହର ପଟ୍ଟନାୟକ, ନିହାରିକା ସାହୁ, କାନ୍ତ ସିଂହ, ଜୟୀରାମ ସାମଲ, ଦୁଃଖୀରାମ ସ୍ୱାଇଁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାଗୀତ ଓ ସଙ୍ଗୀତ
ସମ୍ପାଦନାସ୍ୱରୂପ ନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଗୀତ ରଚନା କରିଥିଲେ । ଅନୁରାଧା, ଶ୍ରୀକାନ୍ତ, ତୃପ୍ତି ଦାସ ଓ ଦେବାଶିସ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଆଧାର
ସମ୍ପାଦନା- ↑ ପରିଡ଼ା, ଲକ୍ଷ୍ମଣ କୁମାର (1 July 2003). "ଓଡ଼ିଆ ଚଳଚ୍ଚିତ୍ରରେ ଶ୍ରୀ ଜଗନ୍ନାଥ" (PDF). ଉତ୍କଳ ପ୍ରସଙ୍ଗ (July 2003): 114. Archived from the original (PDF) on 14 October 2020. Retrieved 14 January 2019.
- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ". ସିନେ ସମ୍ବାଦ. 2 August 1997.
{{cite news}}
:|access-date=
requires|url=
(help) - ↑ "ଚଳଚ୍ଚିତ୍ର ନିର୍ମାତା ବସନ୍ତ ନାୟକଙ୍କ ପରଲୋକ : ଓଡ଼ିଆ ସିନେ ଜଗତରେ ଶୋକର ଛାୟା | Rourkela | Rajgangpur | Kansbahal | Bonai of India". www.rourkelacity.com. Archived from the original on 27 December 2017. Retrieved 24 August 2018.
- ↑ ୪.୦ ୪.୧ "ସାପ ବନିଥିଲା ଅପରାଜିତାଙ୍କ ଭାଇ! | Sambad". Sambad (in Odia). 26 August 2018. Archived from the original on 31 August 2018. Retrieved 31 August 2018.
{{cite news}}
: CS1 maint: unrecognized language (link) - ↑ "ପରଦାରେ ନାଗ-ନାଗୁଣୀ ସାଜିଲେ ଏହି ଓଲିଉଡ ଯୋଡି | Sambad". Sambad. 20 June 2018. Archived from the original on 24 August 2018. Retrieved 27 August 2018.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଯାହାକୁ ରଖିବେ ଅନନ୍ତ