DashNistha
Joined ୧୦ ନଭେମ୍ବର ୨୦୧୨
ନିଷ୍ଠା ରଂଜନ ଦାଶ
ଶ୍ରବଣ, ବାକ୍ ଓ ଭାଷା ରୋଗ ବିଶେଷଜ୍ଞ ।
ଆମ ପୂର୍ବପିଢ଼ିର କିଛି ଭୁଲ ଯୋଗୁଁ ଆଜି ଓଡ଼ିଆ ଭାଷା ଅନ୍ୟ ଭାଷା ସହ ତିଷ୍ଠିରହିବା ପାଇଁ ସଂଘର୍ଷ କରୁଛି । ସେ ଭୁଲ ଆମର ନହେଉ ।
|
ମୋ ବାବଦରେଜଣେ ଶ୍ରବଣ, ବାକ୍ ଓ ଭାଷା ରୋଗ ବିଶେଷଜ୍ଞ ଭାବେ ବ୍ରହ୍ମପୁରରେ କାର୍ଯ୍ୟରତ । ବାସସ୍ଥାନ ନୟାଗଡ଼ଜିଲ୍ଲାର ଫତେଗଡ଼ । ବାଲ୍ୟକାଳରୁ ମାତୃଭାଷାରେ ମୋର ରୁଚି ଅଛି । ବୃତ୍ତିଗତ କାର୍ଯ୍ୟ ବ୍ୟତୀତ ସମୟ ମିଳିଲେ ଓଡ଼ିଆ ଭାଷା ପାଇଁ ଅବଦାନ କରେ । |
ମୋ କାମଵିକିପିଡ଼ିଆରେ ଅଂଶଗ୍ରହଣ କରିଥିବା ପ୍ରକଳ୍ପସବୁ: |
Contact me
|
Wikipedia:Babel | ||||
---|---|---|---|---|
| ||||
Search user languages |