ବ୍ୟବହାରକାରୀ:DashNistha/ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା

ସାମାଜିକ ସୁରକ୍ଷା ଯୋଜନା ଅଧିନସ୍ଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୧ ମଇ ୨୦୧୫ରେ ଶୁଭାରମ୍ଭ ହୋଇଥିବା ଏକ ବୀମା ଯୋଜନା । ଏହି ବୀମା ଯୋଜନା ଅନ୍ତର୍ଗତ ଏକ ବର୍ଷର ବୀମା କଭର ମିଳିବ । ଏହା ପ୍ରତିବର୍ଷ ନବୀକରଣ ଯୋଗ୍ୟ ଅଟେ । ଯେକୌଣସି ଦୁର୍ଘଟନ ଜନିତ ମୃତ୍ୟୁରେ ଏହି ବୀମା ରାଶି ମିଳିବ ଏହି ଯୋଜନା ଭାରତୀୟ ଜୀବନ ବୀମା ନିଗମ ସହ ପ୍ରସ୍ତୁତ ଏବଂ ପରିଚାଳିତ କରାଯାଉଛି । ରାଷ୍ଟ୍ରାୟତ ସାଧାରଣ ବୀମା କମ୍ପାନୀ ଏବଂ ଅନ୍ୟ ବୀମା କମ୍ପାନୀ ଯେଉଁମାନେ ଉକ୍ତ ଯୋଜନାରେ ଯୋଗଦେବାକୁ ଚାହିଁବେ ବ୍ୟାଙ୍କ ସହ ଅନୁବନ୍ଧିତ ହେବେ ସେମାନେ ସେମାନଙ୍କ ଗ୍ରାହକମାନଙ୍କ ପାଇଁ ଏହାକୁ କାର୍ଯ୍ୟକାରୀ କରିପାରିବେ ।


କଭର ସୁବିଧା ସମ୍ପାଦନା

ନାମାଙ୍କନ ଅବଧି ସମ୍ପାଦନା

ନାମାଙ୍କନ ପ୍ରକ୍ରିୟା ସମ୍ପାଦନା

ଲାଭ ସମ୍ପାଦନା

ପ୍ରିମିୟମ ସମ୍ପାଦନା

ବୀମା ରାଶି କେତେ ମିଳିବ ସମ୍ପାଦନା

ଯୋଗ୍ୟତା ସମ୍ପାଦନା

ମୂଖ୍ୟ ପଲିସିଧାରୀ ସମ୍ପାଦନା

ଆଶ୍ବାସନାର ସମାପ୍ତି ସମ୍ପାଦନା

ସରକାରଙ୍କ ଯୋଗଦାନ ସମ୍ପାଦନା

ପ୍ରଶାସନ ସମ୍ପାଦନା

ପ୍ରିମିୟମର ବିନିଯୋଗ ସମ୍ପାଦନା

ଉଦ୍ଧୃତି ସମ୍ପାଦନା