ଶିଶିର କୁମାର ନରେନ୍ଦ୍ର ଦେବ
ଓଡ଼ିଆ ରାଜନୀତିଜ୍ଞ
ଶିଶିର କୁମାର ନରେନ୍ଦ୍ର ଦେବ (୨୧ ଅକ୍ଟୋବର ୧୯୩୦ - ୧୯ ଜୁଲାଇ ୧୯୭୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଶିଶିର କୁମାର ନରେନ୍ଦ୍ର ଦେବ | |
---|---|
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପୂର୍ବ ଅଧିକାରୀ | ଦଣ୍ଡପାଣି ଦାସ, ଲିଙ୍ଗରାଜ ପାଣିଗ୍ରାହୀ |
ପର ଅଧିକାରୀ | ବିନାୟକ ଆଚାର୍ଯ୍ୟ |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୦ ଅକ୍ଟୋବର ୧୯୩୦ |
ମୃତ୍ୟୁ | ୧୯ ଜୁଲାଇ ୧୯୭୪ | (ବୟସ ୪୩)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ରତ୍ନ ମଞ୍ଜରୀ ଦେବୀ |
ବାପା/ବୋଉ | କୃପାସିନ୍ଧୁ ନରେନ୍ଦ୍ର ଦେବ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ଶିକ୍ଷା ଓ ପରିବାର
ସମ୍ପାଦନାଶିଶିର ୧୯୩୦ ମସିହାର ଅକ୍ଟୋବର ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୃପାସିନ୍ଧୁ ନରେନ୍ଦ୍ର ଦେବ ଓ ପତ୍ନୀଙ୍କ ନାମ ରତ୍ନ ମଞ୍ଜରୀ ଦେବୀ ।[୧]
ରାଜନୈତିକ ଜୀବନ
ସମ୍ପାଦନାଶିଶିର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଶିଶିର ୧୯୭୪ ମସିହାର ଜୁଲାଇ ୧୯ ତାରିଖରେ ୪୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Sisir Kumar Narendra Deb". odishaassembly.nic.in. Odisha Assembly. Retrieved 11 January 2021.