ଏସିପି ସାଗରିକା
ଏସିପି ସାଗରିକା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଦିଲ୍ଲୀପ ଦାସ । ବିରଞ୍ଚି ନାରାୟଣ ପଣ୍ଡା କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨][୩][୪] ଅନନ୍ତ ଓଝା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୫] ବସନ୍ତରାଜ ସାମଲ, ବାପୁ ଗୋସ୍ୱାମୀ, ମନ୍ମଥ ମିଶ୍ର ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।
ଏସିପି ସାଗରିକା | |
---|---|
ନିର୍ଦ୍ଦେଶକ | ବିରଞ୍ଚି ନାରାୟଣ ପଣ୍ଡା |
ପ୍ରଯୋଜକ | ଦିଲ୍ଲୀପ ଦାସ |
ସଂଳାପ | ଅନନ୍ତ ଓଝା |
ଚିତ୍ରନାଟ୍ୟ | ବିରଞ୍ଚି ନାରାୟଣ ପଣ୍ଡା |
କାହାଣୀ | ବିରଞ୍ଚି ନାରାୟଣ ପଣ୍ଡା |
କଳାକାର | ଅର୍ଚ୍ଚିତା ସାହୁ ପପୁ ପମ ପମ ଅଭିଶେଖ ରଥ ପ୍ରକୃତି ମିଶ୍ର ମିହିର ଦାସ |
ସଙ୍ଗୀତ | ମନ୍ମଥ ମିଶ୍ର |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ସୁକୁମାର ମଣି |
ମୁକ୍ତିଲାଭ ତାରିଖ | ୮ ମାର୍ଚ୍ଚ ୨୦୧୩[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଚ୍ଚିତା ସାହୁ ।[୬][୭][୧] ପପୁ ପମ ପମ, ଅଭିଶେଖ ରଥ[୪], ପ୍ରକୃତି ମିଶ୍ର[୮], ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ଜୟୀରାମ ସାମଲ, ବିଜୁ ବଡ଼ଜେନା, ପ୍ରିତୀରାଜ ସତପଥୀ, ଚୌଧୁରୀ ବିକାଶ ଦାସ, ଅଶୋକ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ତପୁ ମିଶ୍ର ଏହି କଥାଚିତ୍ରଟିର ଏକ ଗୀତରେ ଅଭିନୟ କରିଥିଲେ ।[୩][୫] ଏହି କଥାଚିତ୍ର ଜରିଆରେ ଅଭିନେତା ଅଭିଶେଖ ରଥ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୯]
ଅଭିନୟ
ସମ୍ପାଦନା- ଅର୍ଚ୍ଚିତା ସାହୁ[୧୦]
- ପପୁ ପମ ପମ
- ଅଭିଶେଖ ରଥ[୧୧]
- ପ୍ରକୃତି ମିଶ୍ର[୧୨]
- ମିହିର ଦାସ[୧୩]
- ପ୍ରିୟଙ୍କା ମହାପାତ୍ର
- ଜୟୀରାମ ସାମଲ
- ବିଜୁ ବଡ଼ଜେନା
- ପ୍ରିତୀରାଜ ସତପଥୀ
- ଚୌଧୁରୀ ବିକାଶ ଦାସ
- ଅଶୋକ ଦାସ
- ତପୁ ମିଶ୍ର
ଅନ୍ୟାନ୍ୟ କଳାକାର
ସମ୍ପାଦନା- ନିରଞ୍ଜନ ଦାସ
- ପ୍ରଦୀପ କୁମାର ରାଉତରାୟ
- ବିଭୂତି ଦାଶ
- ମୋହନ ମୂରଲୀ ଦାସ
- ବିଦ୍ୟାଧର ମହାପାତ୍ର
- ଅଜିତେସ ମହାପାତ୍ର
- ସୁଶାନ୍ତ ପାଣିଗ୍ରାହୀ
- ନଳୀନିକାନ୍ତ ଜେନା
- ହିରଣ୍ମୟୀ ଦାଶ
- ଜିଜ୍ଞାସୁ ସାହୁ
- ତ୍ରିନୟନ ରଥ
- ପ୍ରାଣକୃଷ୍ଣ ପାଣିଗ୍ରାହୀ
- ଜାହ୍ନବୀ ଭୂଷଣ ପଟ୍ଟନାୟକ
- ମଦନ ମୋହନ ଦାଶ
- ଦୁଃଶାସନ ମହାନ୍ତ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର ।[୩] ବସନ୍ତରାଜ ସାମଲ, ବାପୁ ଗୋସ୍ୱାମୀ ଓ ମନ୍ମଥ ମିଶ୍ର ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଅଭିଜିତ ମିଶ୍ର, ତପୁ ମିଶ୍ର, କ୍ରୀଷ୍ଣା ମିଶ୍ର, ଶୈଳଭାମା, ଉଦିତ ନାରାୟଣ, ବିନୋଦ ରାଠୋଡ଼ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ମୁଖା ମୁଖା" | |
2. | "ହଉ ନ ଥିଲା ହେଇଗଲା" | |
3. | "ହୀରା ନୀଳା ମୋତି" | |
4. | "କଟିଯାଇଥିବା କାଗଜର ଗୁଡ଼ି" | |
5. | "ନିଆଁରେ ଘିଅ" |
ଆଧାର
ସମ୍ପାଦନା- ↑ ୧.୦ ୧.୧ "ACP SAGARIKA NEW ORIYA MOVIE OF ARCHITA". Incredible Orissa. 24 September 2012. Retrieved 11 October 2017.
- ↑ "ଫେରିଲେ ବିରଞ୍ଚି". ସମାଜ (ରବିବାର) (in Odia). ଓଡ଼ିଶା. 23 September 2018. p. 8. Archived from the original on 28 September 2018. Retrieved 28 September 2018.
{{cite news}}
: CS1 maint: unrecognized language (link) - ↑ ୩.୦ ୩.୧ ୩.୨ MOHAPATRA, MRUDU M. (22 February 2013). "ACP Sagarika". odia live. Retrieved 11 October 2017.
- ↑ ୪.୦ ୪.୧ "ଥରଟିଏ ଅଭିଷେକ-ପ୍ରକୃତିଙ୍କ ଯୋଡ଼ି!". sambad.in. 19 July 2017. Archived from the original on 14 October 2017. Retrieved 11 October 2017.
- ↑ ୫.୦ ୫.୧ "ACP Sagarika". www.nuaodisha.com. Retrieved 11 October 2017.
- ↑ "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 13 August 2020. Retrieved 1 September 2018.
- ↑ "ACP Sagarika". NewOdisha.in. 7 November 2012. Archived from the original on 5 October 2017. Retrieved 11 October 2017.
{{cite news}}
:|first=
missing|last=
(help) - ↑ "ଅସନ୍ତୁଷ୍ଟ ନୁହନ୍ତି ପ୍ରକୃତି". sambad.in. 14 October 2016. Archived from the original on 14 October 2017. Retrieved 11 October 2017.
- ↑ "ଫେରୁଛନ୍ତି ଓଲିଉଡର ଚକଲେଟି ହିରୋ". Sambad (in ଆମେରିକୀୟ ଇଂରାଜୀ). 2018-11-20. Archived from the original on 2019-05-02. Retrieved 2019-05-02.
- ↑ "ରୂପେଲି ପରଦାକୁ କେବେ ଆଉ କେମିତି ଆସିଲା ରାକ୍ଷୀ: ପଢନ୍ତୁ ଏଇ କାହାଣୀ | News7". www.prameyanews7.com. Archived from the original on 30 September 2020. Retrieved 27 August 2018.
- ↑ "ଲୋକପ୍ରିୟ ନାୟକ ଅଭିଷେକଙ୍କ ନୂଆ ନାୟିକା | Sambad". ସମ୍ବାଦ. sambad.in. 23 November 2021. Archived from the original on 27 December 2021. Retrieved 27 December 2021.
- ↑ "ଓଲିଉଡର ଏହି ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନାୟିକାଙ୍କୁ ଖୁବ୍ ଶୀଘ୍ର ଭେଟିବେ ଏହି ଓଡ଼ିଆ ସିନେମାରେ | Sambad". Sambad (in Odia). ଓଡ଼ିଶା. 17 September 2018. Archived from the original on 18 September 2018. Retrieved 17 September 2018.
{{cite news}}
: CS1 maint: unrecognized language (link) - ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଏସିପି ସାଗରିକା