ଦେ ମା ଶକ୍ତି ଦେ
ଓଡ଼ିଆ କଥାଚିତ୍ର
ଦେ ମା ଶକ୍ତି ଦେ, ୨୦୦୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପୂର୍ଣ୍ଣମାସୀ ସାହୁ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ଦେ ମା ଶକ୍ତି ଦେ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ପୂର୍ଣ୍ଣମାସୀ ସାହୁ |
କାହାଣୀ | ସଞ୍ଜୟ ନାୟକ |
କଳାକାର | ସିଦ୍ଧାନ୍ତ ମହାପାତ୍ର ଅର୍ଚ୍ଚିତା ସାହୁ ଚନ୍ଦନ କର ଉଷସୀ ମିଶ୍ର ଉତ୍ତମ ମହାନ୍ତି ରାଇମୋହନ ପରିଡ଼ା |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ସଞ୍ଜୟ |
ସମ୍ପାଦକ | ସଞ୍ଜୟ ନାୟକ |
ମୁକ୍ତିଲାଭ ତାରିଖ | ୨୦୦୬ |
ଦେଶ | ![]() |
ଭାଷା | ଓଡ଼ିଆ |
ସିଦ୍ଧାନ୍ତ ମହାପାତ୍ର, ଅର୍ଚ୍ଚିତା ସାହୁ, ଚନ୍ଦନ କର, ଉଷାସୀ ମିଶ୍ର, ଉତ୍ତମ ମହାନ୍ତି, ରାଇମୋହନ ପରିଡ଼ା, ପପୁ ପମ ପମ, ଦେବୁ ବୋଷ, ନମ୍ରତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।[୫] ବସନ୍ତରାଜ ସାମଲ, ଗଣେଶ୍ୱର ମହାପାତ୍ର, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ପଙ୍କଜ ଜାଲ, ବିଭୁ କିଶୋର, ମଳୟ ମିଶ୍ର, ଇରା ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|---|---|
1. | "ମାରିଦେଲି ଦିଆସିଲି" | |
2. | "ତୋ ନାଁରେ ମୋ ନାଁ ଯୋଡ଼ି" | |
3. | "ଦେ ମାଆ ଶକ୍ତି ଦେ" | |
4. | "ପୁରୁବ ପଶ୍ଚିମ" | |
5. | "ମୋର ନୂଆ ଓଢ଼ଣୀ" | |
6. | "ଜାନାରେ ଜାନା" | |
7. | "ହୀରା ମୋତି ମାଣିକ" |
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ "ନୂଆ ଅବତାରରେ ନଜର ଆସିବେ ପପୁ ପମପମ". Odisha Live. 1 February 2018. Retrieved 23 February 2018.
- ↑ "କେଉଁ ନିର୍ଦ୍ଦେଶକଙ୍କ ସହ ସବୁଠାରୁ ବେଶୀ କାମ କରିଛନ୍ତି ଅର୍ଚ୍ଚିତା?". sambad.in. 17 February 2018. Retrieved 23 February 2018.
- ↑ "ରିଲରେ ଦେବୀ ମା'ଙ୍କର ଶରଣାପନ୍ନ ହୋଇଥିଲେ ଅର୍ଚ୍ଚିତା". sambad.in. 8 May 2018. Retrieved 6 June 2018.
- ↑ "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 1 September 2018. Retrieved 1 September 2018.
- ↑ "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". Sambad. 7 September 2018. Archived from the original on 7 September 2018. Retrieved 7 September 2018.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଦେ ମା ଶକ୍ତି ଦେ