ମୋ ମନ ଖାଲି ତୋରି ପାଇଁ

୧୯୯୫ର ଓଡ଼ିଆ କଥାଚିତ୍ର


ସାନ୍ତନୁ ମିଶ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆକଥାଚିତ୍ର ମୋ ମନ ଖାଲି ତୋରି ପାଇଁ [୧] ୧୯୯୫ ମସିହାରେ ମୁକ୍ତିଲାଭ କରିଥିଲା ।

ମୋ ମନ ଖାଲି ତୋରି ପାଇଁ
ନିର୍ଦ୍ଦେଶକସାନ୍ତନୁ ମିଶ୍ର
ପ୍ରଯୋଜକପ୍ରଫୁଲ୍ଲ ମହାନ୍ତି
ସଂଳାପଚୌଧୁରୀ ଜୟପ୍ରକାସ ଦାସ
କାହାଣୀଗୌରିଶଙ୍କର ଦାସ
କଳାକାରସିଦ୍ଧାନ୍ତ ମହାପାତ୍ର, ମାଧୁରି, ମୀନକେତନ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି
ସଙ୍ଗୀତସରୋଜ ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୯୫
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ ସମ୍ପାଦନା

ଓଡ଼ିଆକଥାଚିତ୍ର ‘ମୋ ମନ ଖାଲି ତୋରି ପାଇଁ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:


ଆଧାର ସମ୍ପାଦନା

  1. ଇଣ୍ଟରନେଟ ମୁଭି ଡାଟାବେସରେ ମୋ ମନ ଖାଲି ତୋରି ପାଇଁ
  2. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.