ତୋ ବାଟ ଚାହିଁଚି ରାତି ସାରା
୨୦୧୪ର ଓଡ଼ିଆ କଥାଚିତ୍ର
ତୋ ବାଟ ଚାହିଁଚି ରାତି ସାରା, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମନୋରମା ନାୟକ ଏବଂ ପୂର୍ଣ୍ଣମାସୀ ସାହୁ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି ଚଳଚ୍ଚିତ୍ରଟିର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ।[୧]
ତୋ ବାଟ ଚାହିଁଚି ରାତି ସାରା | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ମନୋରମା ନାୟକ, ପୂର୍ଣ୍ଣମାସୀ ସାହୁ |
କଳାକାର | ପ୍ରିୟା ଚୌଧୁରୀ, ଚନ୍ଦନ କର, ଦେବୁ ବୋଷ, ଅନିତା ଦାସ, ବିଜୁ ବଡ଼ଜେନା |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ରଞ୍ଜନ |
ସମ୍ପାଦକ | ସଞ୍ଜୟ ନାୟକ |
ମୁକ୍ତିଲାଭ ତାରିଖ | ୧୦ ଜାନୁଆରୀ ୨୦୧୪[୧] |
କଥାଚିତ୍ରର ସମୟ | ୧୩୫ ମିନିଟ୍ |
ଦେଶ | ![]() |
ଭାଷା | ଓଡ଼ିଆ |
ଅଭିନେତ୍ରୀ ପ୍ରିୟା ଚୌଧୁରୀ ଏହି କଥାଚିତ୍ରଟିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଚନ୍ଦନ କର, ଦେବୁ ବୋଷ, ଅନିତା ଦାସ, ବିଜୁ ବଡ଼ଜେନା ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଅଭିନୟସମ୍ପାଦନ କରନ୍ତୁ
- ପ୍ରିୟା ଚୌଧୁରୀ[୨]- ରାତ୍ରି
- ଚନ୍ଦନ କର- ପୋଲିସ ଅଧିକାରୀ
- ଦେବୁ ବୋଷ
- ଅନିତା ଦାସ
- ବିଜୁ ବଡ଼ଜେନା
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ଅରୁଣ ମନ୍ତ୍ରୀ ଏବଂ ନିର୍ମଳ ନାୟକ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧]
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|---|---|
1. | "ତୋ ବାଟ ଚାହିଁଚି ରାତିସାରା" |
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ ୧.୨ ୧.୩ "To Bata Chahinchi Rati Sara". Incredible Orissa. 27 December 2013. Retrieved 4 September 2017.
- ↑ ଓଝା, ଶିବଶଙ୍କର (28 November 2021). "ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି ଓଲିଉଡ ସୁନ୍ଦରୀ | Sambad". ସମ୍ବାଦ. sambad.in. Archived from the original on 30 May 2022. Retrieved 30 May 2022.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ତୋ ବାଟ ଚାହିଁଚି ରାତି ସାରା