ତତେ ମୋ ରାଣ

୨୦୦୫ର ଓଡ଼ିଆ କଥାଚିତ୍ର

ତତେ ମୋ ରାଣ, ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ବଧୋଲ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ତତେ ମୋ ରାଣ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକନାରାୟଣ ବଧୋଲ
ସଂଳାପସଞ୍ଜୟ ନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀସଞ୍ଜୟ ନାୟକ
କଳାକାରସିଦ୍ଧାନ୍ତ ମହାପାତ୍ର
ବର୍ଷା ପ୍ରିୟଦର୍ଶିନୀ
ମିହିର ଦାସ
ବିଜୟ ମହାନ୍ତି
କୁନା ତ୍ରିପାଠୀ
ସ୍ନିଗ୍ଧା ମହାନ୍ତି
ବୀଣା ମହାରଣା
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣରଞ୍ଜନ
ସମ୍ପାଦକଅଶୋକ ଶର୍ମା
ମୁକ୍ତିଲାଭ ତାରିଖ
୨୦୦୫
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଏବଂ ବର୍ଷା ପ୍ରିୟଦର୍ଶିନୀ । ମିହିର ଦାସ, ବିଜୟ ମହାନ୍ତି, କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତି, ବୀଣା ମହାରଣା, ବିଜୁ ବଡ଼ଜେନା, ସୀମା, ଜୟୀରାମ ସାମଲ, ଚନ୍ଦନ, ପୂଜା ଥାପା, ପପି ସନ୍ତୁକ, ମୂଷା, ବିକି, ଲୁଲୁ, ପ୍ରଭାସ ସାମନ୍ତରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର[୨] ବସନ୍ତରାଜ ସାମଲ, ଗଣେଶ ମହାପାତ୍ର, ନିର୍ମଳ ନାୟକ, ପଞ୍ଚାନନ ନାୟକ, ସତ୍ୟ ନାରାୟଣ ସାହୁ, ଗୁରୁ ସତପଥୀ ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ବିଭୁ କିଶୋର, ଇରା ମହାନ୍ତି, ସୌରଭ ମହାନ୍ତି, ସଙ୍ଘମିତ୍ରା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ତୁ ବାଘ ହେଇଯାରେ ମୋତେ କାମୁଡ଼ି ପକା" 
2."ତ‌ତେ ମୋ ରାଣ" 
3."ହାଇ ଆସୁଥିଲା ନିଦ ଲାଗୁଥିଲା" 
4."ଏ ଚଲାବାଟେ ଫୁଲ ଗୋଟେ" 
5."ଆସ ଆସ ଭିଜ ଭିଜ" 

ଆଧାରସମ୍ପାଦନ କରନ୍ତୁ

  1. "Be Prepared To Be Thrilled Soon By 'Rahasya'". Mycitylinks- Bhubaneswar | Cuttack | Puri (in ଇଂରାଜୀ). Archived from the original on 29 December 2018. Retrieved 29 December 2018.
  2. ୨.୦ ୨.୧ "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". Sambad. 7 September 2018. Archived from the original on 7 September 2018. Retrieved 7 September 2018.
  3. "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 2 September 2018. Retrieved 2 September 2018.

ବାହାର ଆଧାରସମ୍ପାଦନ କରନ୍ତୁ