ବାବୁ ପର୍ଶୁରାମ

୨୦୦୦ର ଓଡ଼ିଆ କଥାଚିତ୍ର

ବାବୁ ପର୍ଶୁରାମ, ୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାଜ କିଶୋର ପ୍ରଧାନ । ବିଜୟ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ଜ୍ୟୋତି ପ୍ରକାଶ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ବାବୁ ପର୍ଶୁରାମ
ନିର୍ଦ୍ଦେଶକଜ୍ୟୋତି ପ୍ରକାଶ
ପ୍ରଯୋଜକରାଜ କିଶୋର ପ୍ରଧାନ
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟଜ୍ୟୋତି ପ୍ରକାଶ
କାହାଣୀବିଜୟ ମିଶ୍ର, ବ୍ରଜ ପ୍ରଧାନ
କଳାକାରବିଜୟ ମହାନ୍ତି, ମିହିର ଦାସ, ନମ୍ରତା ଦାସ, ପ୍ରିୟଙ୍କା ମହାପାତ୍ର, ଶ୍ରୀତମ ଦାସ, ମାମା ମିଶ୍ର
ସଙ୍ଗୀତସ୍ୱରୂପ ନାୟକ[୧]
ଚିତ୍ରଗ୍ରହଣଦିଲ୍ଲୀପ ରାୟ
ସମ୍ପାଦକବିଶ୍ୱନାଥ ରାଓ
ମୁକ୍ତିଲାଭ ତାରିଖ
୨୦୦୦
ଦେଶ ଭାରତ
ଭାଷାଓଡ଼ିଆ

ବିଜୟ ମହାନ୍ତି, ମିହିର ଦାସ, ନମ୍ରତା ଦାସ, ପ୍ରିୟଙ୍କା ମହାପାତ୍ର, ଶ୍ରୀତମ ଦାସ, ମାମା ମିଶ୍ର, ଇଲୁ ବାନାର୍ଜୀ, ଦେବୁ ବୋଷ, ପ୍ରଦ୍ୟୁମ୍ନ ଲେଙ୍କା, ରେଖା ରାଓ, ତନ୍ଦ୍ରା ରାୟ, ଜୟୀରାମ ସାମଲ, କୁନା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

କାହାଣୀ

ସମ୍ପାଦନା

ଗୀତ ଏବଂ ସଙ୍ଗୀତ

ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ବିଜୟ ମିଶ୍ର, ବିଜୟ ମଲ୍ଲ[୧] ଏବଂ ସ୍ୱରୂପ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

କ୍ରମଗୀତସମୟ
  1. ୧.୦ ୧.୧ "ଆଜି ଏହି ଦୁଇ ଓଲିଉଡର ବହୁମୁଖୀ ପ୍ରତିଭାସଂପନ୍ନ ସେଲିବ୍ରିଟିଙ୍କର ଜନ୍ମ ଦିନ". ସମ୍ବାଦ. 8 February 2018. Retrieved 8 May 2018.
  2. "ସିଦ୍ଧାନ୍ତଙ୍କ ପତ୍ନୀ ବନିଥିଲେ ଶ୍ରୀତମଙ୍କ ପ୍ରେମିକା !". sambad.in. 13 May 2017. Retrieved 8 May 2018.[permanent dead link]
  3. "ବିବାହ ପରେ ବଡ଼ ପରଦାକୁ ଫେରିନାହାନ୍ତି ଓଲିଉଡ ନାୟିକା". Odisha.Iive. 17 April 2018. Retrieved 8 May 2018.

ବାହାର ଆଧାର

ସମ୍ପାଦନା