ପ୍ରେମ ସବୁଠୁ ବଳବାନ

୨୦୧୩ର ଓଡ଼ିଆ କଥାଚିତ୍ର

ପ୍ରେମ ସବୁଠୁ ବଳବାନ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଅରୁଣ ମହାନ୍ତି । ଅରୁଣ ମହାନ୍ତି ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେବା ସ‌ହ ଶୀର୍ଷାନନ୍ଦ ଦାସ କାନୁନ୍‌ଗୋଙ୍କ ସ‌ହ ଏହାର ସଂଳାପ ରଚନା କରିଥିଇଲେ ।

ପ୍ରେମ ସବୁଠୁ ବଳବାନ
ନିର୍ଦ୍ଦେଶକଅରୁଣ ମହାନ୍ତି
ପ୍ରଯୋଜକମୀନା ମହାନ୍ତି
ସଂଳାପଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଅରୁଣ ମହାନ୍ତି
କାହାଣୀଚିତ୍ତରଞ୍ଜନ ପୃଷ୍ଟି, ରମେଶ ରାଉତ
କଳାକାରଦୁଷ୍ମନ୍ତ ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ, ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ହର ପଟ୍ଟନାୟକ, ଇଲୁ ବାନାର୍ଜୀ, ପ୍ରଦ୍ୟୁମ୍ନ ଲେଙ୍କା, ଅକ୍ଷୟ ବସ୍ତିଆ, ଅଶୋକ ଦାସ
ସଙ୍ଗୀତଅରୁଣ ମହାନ୍ତି
ଚିତ୍ରଗ୍ରହଣରବି, ଅମ୍ରେଶ ସ୍ୱାଇଁ
ସମ୍ପାଦକଅଶୋକ ଶର୍ମା
ମୁକ୍ତିଲାଭ ତାରିଖ
୧୭ ମଇ ୨୦୧୩
କଥାଚିତ୍ରର ସମୟ
୧୬୪ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନ୍ୟ କରିଥିଲେ ଦୁଷ୍ମନ୍ତ ପଣ୍ଡା ଏବଂ ବର୍ଷା ପ୍ରିୟଦର୍ଶିନୀ ।[୧] ପ୍ରଥମେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅରିନ୍ଦମ ରାୟଙ୍କ ନିଆଯାଇଥିଲା । ସେତେବେଳେ ଏହି ଚଳଚ୍ଚିତ୍ରଟିର ଶୀର୍ଷକ 'ସ୍ୱର୍ଗଦ୍ୱାର ସାକ୍ଷୀ' ରଖାଯାଇଥିଲା ।[୨] ମାତ୍ର ଅରିନ୍ଦମ ଏହି ଚଳଚ୍ଚିତ୍ରରୁ ଓହରିଯିବା ପରେ ଦୁଷ୍ମନ୍ତଙ୍କୁ ନାୟକ ରୂପେ ନିଆଯାଇଥିଲା ଏବଂ ଚଳଚ୍ଚିତ୍ରଟିର ଶୀର୍ଷକ ପ୍ରେମ ସବୁଠୁ ବଳବାନ‌କୁ ବଦଳାଇଦିଆଯାଇଥିଲା ।[୩]

ଏହି ଚଳଚ୍ଚିତ୍ରର ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[୧]

ଅଭିନୟ ସମ୍ପାଦନା

ଓଡ଼ିଆଚଳଚ୍ଚିତ୍ର 'ପ୍ରେମ ସବୁଠୁ ବଳବାନ'ରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:

ଗୀତ ଓ ସଙ୍ଗୀତ ସମ୍ପାଦନା

ଗୀତିକାର: ଅରୁଣ ମହାନ୍ତି

ଆଧାର ସମ୍ପାଦନା

  1. ୧.୦ ୧.୧ "କେବଳ ଏହି ନିର୍ଦ୍ଦେଶକଙ୍କ ଫିଲ୍ମ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ". sambad.in. 25 March 2018. Retrieved 2 April 2018.
  2. "ଅରିନ୍ଦମ୍‌ ଅଧାରୁ ଛାଡିଥିଲେ ଏହି ସିନେମା!". ସମ୍ବାଦ. 21 July 2017. Archived from the original on 2 September 2017. Retrieved 30 August 2017.
  3. "ଅରିନ୍ଦମ୍‌ - ବର୍ଷା ପ୍ରିୟଦର୍ଶିନୀ ଯୋଡିର ପ୍ରଥମ ସିନେମା ହୋଇଥାନ୍ତା ଏହି ସିନେମା!". ସମ୍ବାଦ. 29 August 2017. Archived from the original on 31 August 2017. Retrieved 30 August 2017.

ବାହାର ଆଧାର ସମ୍ପାଦନା