ଥିଲି ଝିଅ ହେଲି ବୋହୂ

୧୯୮୮ର ଓଡ଼ିଆ କଥାଚିତ୍ର

ଥିଲି ଝିଅ ହେଲି ବୋହୂ, ୧୯୮୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାବୁଲା ମହାନ୍ତି । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଜୟ ଭାସ୍କର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଥିଲି ଝିଅ ହେଲି ବୋହୂ
ନିର୍ଦ୍ଦେଶକବିଜୟ ଭାସ୍କର
ପ୍ରଯୋଜକବାବୁଲା ମହାନ୍ତି
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟବିଜୟ ଭାସ୍କର
କାହାଣୀବିଜୟ ଭାସ୍କର
କଳାକାରଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ବିଜୟ ମହାନ୍ତି
ସୁଜାତା ଆନନ୍ଦ
ମାମିନା
ଦେବୁ ବ୍ରହ୍ମା
ଜୟୀରାମ ସାମଲ
ଚିତ୍ରଗ୍ରହଣଆର୍.ଡି. ମାଥୁର୍
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୮୮
ଦେଶ ଭାରତ
ଭାଷାଓଡ଼ିଆ

ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ସୁଜାତା ଆନନ୍ଦ, ମାମିନା, ଦେବୁ ବ୍ରହ୍ମା, ଜୟୀରାମ ସାମଲ, ଅସୀତ ପତି, ରାଧା ପଣ୍ଡା, ହେମନ୍ତ ଦାସ, କିର୍ତ୍ତୀ କୁମାର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.

ବାହାର ଆଧାର ସମ୍ପାଦନା