ଗୋପରେ ବଢୁଚି କଳାକହ୍ନେଇ
୧୯୯୪ର ଓଡ଼ିଆ କଥାଚିତ୍ର
(ଗୋପରେ ବଢ଼ୁଛି କଳା କହ୍ନେଇରୁ ଲେଉଟି ଆସିଛି)
ଗୋପରେ ବଢ଼ୁଛି କଳା କହ୍ନେଇ, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କୁମାର । ସାଧୁ ମେହେର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ଗୋପରେ ବଢ଼ୁଛି କଳା କହ୍ନେଇ | |
---|---|
ନିର୍ଦ୍ଦେଶକ | ସାଧୁ ମେହେର |
ପ୍ରଯୋଜକ | ବିଜୟ କୁମାର |
କଳାକାର | ସିଦ୍ଧାନ୍ତ ମହାପାତ୍ର ଋତୁପର୍ଣ୍ଣା ସେନଗୁପ୍ତା ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ବିଜୟ ମହାନ୍ତି |
ସଙ୍ଗୀତ | ବାଚୁ ମୁଖାର୍ଜୀ |
ଚିତ୍ରଗ୍ରହଣ | ଅଶୋକ ସ୍ୱାଇଁ |
ମୁକ୍ତିଲାଭ ତାରିଖ | ୨୧ ଅପ୍ରେଲ ୧୯୯୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସିଦ୍ଧାନ୍ତ ମହାପାତ୍ର, ଋତୁପର୍ଣ୍ଣା ସେନଗୁପ୍ତା, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ମିହିର ଦାସ, ମାମିନା, ଅସୀତ ପତି, ମହାଶ୍ୱେତା ରାୟ, ସମାଜ ପତି, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ସିଦ୍ଧାନ୍ତ ମହାପାତ୍ର
- ଋତୁପର୍ଣ୍ଣା ସେନଗୁପ୍ତା
- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ବିଜୟ ମହାନ୍ତି
- ମିହିର ଦାସ[୧]
- ମାମିନା
- ଅସୀତ ପତି
- ମହାଶ୍ୱେତା ରାୟ
- ସମାଜ ପତି[୨]
- ଜୟୀରାମ ସାମଲ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାଚୁ ମୁଖାର୍ଜୀ ।[୩][୪] ଧୀର ବାସା, ବିଜୟ କୁମାର ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମଦ ଅଜିଜ୍, କବିତା କ୍ରିଷ୍ଣମୂର୍ତ୍ତୀ, ଉଦିତ ନାରାୟଣ, ଅନୁରାଧା ପୌଡ଼ୱାଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ଅଭିନେତା ସମାଜ ପତିଙ୍କ ଦେହାନ୍ତ: ଧାରାବାହିକ 'ତୁଳସୀ'ରେ ଶ୍ରେଷ୍ଠ ଖଳନାୟକ ଥିଲେ". ପ୍ରମେୟ. ବାରିପଦା. 2 August 2024. p. 8. Archived from the original on 2 August 2024. Retrieved 2 August 2024.
- ↑ "ସଂଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀଙ୍କ ପରଲୋକ". www.prameya.com/. prameya.com. Archived from the original on 4 June 2022. Retrieved 4 June 2022.
- ↑ "ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀ". www.samayalive.in. ସମୟ. Archived from the original on 4 June 2022. Retrieved 4 June 2022.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଗୋପରେ ବଢୁଚି କଳାକହ୍ନେଇ