ଆରତୀ
୧୯୮୧ର ଓଡ଼ିଆ କଥାଚିତ୍ର
ଆରତୀ, ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଜେ. ଏଚ୍. ସତ୍ତାର ଏଇ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧]
ଆରତୀ | |
---|---|
ନିର୍ଦ୍ଦେଶକ | ଜେ. ଏଚ୍. ସତ୍ତାର |
ପ୍ରଯୋଜକ | ନଗେନ ସାହୁ |
ଚିତ୍ରନାଟ୍ୟ | ଜେ. ଏଚ୍. ସତ୍ତାର |
କାହାଣୀ | ଜେ. ଏଚ୍. ସତ୍ତାର |
କଳାକାର | ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅନିତା ଦାସ, ଗୀତା ରାଓ, ତନ୍ଦ୍ରା ରାୟ, ଜୟୀରାମ ସାମଲ |
ସଙ୍ଗୀତ | ବାସୁଦେବ ରଥ |
ଚିତ୍ରଗ୍ରହଣ | ଶ୍ରୀନିବାସ ମହାପାତ୍ର |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୮୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୨୨ଲକ୍ଷ ୨୫ହଜାର |
ଅଭିନୟ
ସମ୍ପାଦନା- ଉତ୍ତମ ମହାନ୍ତି
- ବିଜୟ ମହାନ୍ତି
- ଅନିତା ଦାସ
- ତନ୍ଦ୍ରା ରାୟ
- ହେଲେନ
- ସୁବ୍ରତ ମହାପାତ୍ର
- ରାଧା ପଣ୍ଡା
- କମଳ ପଟ୍ଟନାୟକ
- ରାମଚନ୍ଦ୍ର ପ୍ରତିହାରୀ
- ଗୀତା ରାଓ
- ବୀରେନ ରାଉତରାୟ
- ଜୟୀରାମ ସାମଲ
ଆଧାର
ସମ୍ପାଦନା- ↑ ୧.୦ ୧.୧ Orissa reference: glimpses of Orissa (in ଇଂରାଜୀ). TechnoCAD Systems. 2001. Retrieved 21 September 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଆରତୀ