ଆରତୀ

୧୯୮୧ର ଓଡ଼ିଆ କଥାଚିତ୍ର

ଆରତୀ, ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଜେ. ଏଚ୍. ସତ୍ତାର ଏଇ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧]

ଆରତୀ
ନିର୍ଦ୍ଦେଶକଜେ. ଏଚ୍. ସତ୍ତାର
ପ୍ରଯୋଜକନଗେନ ସାହୁ
ଚିତ୍ରନାଟ୍ୟଜେ. ଏଚ୍. ସତ୍ତାର
କାହାଣୀଜେ. ଏଚ୍. ସତ୍ତାର
କଳାକାରବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅନିତା ଦାସ, ଗୀତା ରାଓ, ତନ୍ଦ୍ରା ରାୟ, ଜୟୀରାମ ସାମଲ
ସଙ୍ଗୀତବାସୁଦେବ ରଥ
ଚିତ୍ରଗ୍ରହଣଶ୍ରୀନିବାସ ମହାପାତ୍ର
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୮୧
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୨୨ଲକ୍ଷ ୨୫ହଜାର

ଅଭିନୟସମ୍ପାଦନ କରନ୍ତୁ


ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ Orissa reference: glimpses of Orissa (in ଇଂରାଜୀ). TechnoCAD Systems. 2001. Retrieved 21 September 2018.

ବାହାର ଆଧାରସମ୍ପାଦନ କରନ୍ତୁ

  • ଇଣ୍ଟରନେଟ ମୁଭି ଡାଟାବେସରେ ଆରତୀ