ମହାସତୀ ସାବିତ୍ରୀ

୧୯୮୩ର ଓଡ଼ିଆ କଥାଚିତ୍ର

ସୋନା ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମହାସତୀ ସାବିତ୍ରୀ ୧୯୮୩ ମସିହାରେ ମୁକ୍ତିଲାଭ କରିଥିଲା ।

ମହାସତୀ ସାବିତ୍ରୀ
ନିର୍ଦ୍ଦେଶକସୋନା ମୁଖାର୍ଜୀ
ପ୍ରଯୋଜକଇନ୍ଦୁରେଖା ମହାନ୍ତି
ସଂଳାପଶୁକମଣି ନନ୍ଦ
କଳାକାରଝରଣା ଦାସ, ରାଧା ପଣ୍ଡା, ତପତୀ ଭଟ୍ଟାଚାର୍ଯ୍ୟ, ରୋଜା ରମଣୀ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣସୁରେନ୍ଦ୍ର ସାହୁ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୮୩
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୨୨ଲକ୍ଷ ୬୦ହଜାର

ଅଭିନୟରେସମ୍ପାଦନ କରନ୍ତୁ

ଓଡ଼ିଆ କଥାଚିତ୍ର ‘ମହାସତୀ ସାବିତ୍ରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ସଙ୍ଗୀତସମ୍ପାଦନ କରନ୍ତୁ

  • ଲୀଲା ଘୋଷ- ପ୍ରଚ୍ଛଦପଟ ଗାୟିକା
  • ଶୀର୍ଷାନନ୍ଦ ଦାସ କାନୁନ‌ଗୋ- ଗୀତିକାର
  • ଅକ୍ଷୟ ମହାନ୍ତି- ଗୀତିକାର/ପ୍ରଚ୍ଛଦପଟ ଗାୟକ
  • ଲକ୍ଷମଣି ନାରାୟଣ ମହାନ୍ତି- ଗୀତିକାର
  • ସ୍ୱପ୍ନା ମୁଖର୍ଜୀ- ପ୍ରଚ୍ଛଦପଟ ଗାୟକ
  • ଅନୁରାଧା ପୌଡ଼ୱାଲ- ପ୍ରଚ୍ଛଦପଟ ଗାୟକ
  • ଅଲ୍କା ଅଗ୍ନି- ପ୍ରଚ୍ଛଦପଟ ଗାୟକ

ଆଧାରସମ୍ପାଦନ କରନ୍ତୁ

ବାହାର ଆଧାରସମ୍ପାଦନ କରନ୍ତୁ