ମହାସତୀ ସାବିତ୍ରୀ
୧୯୮୩ର ଓଡ଼ିଆ କଥାଚିତ୍ର
ସୋନା ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମହାସତୀ ସାବିତ୍ରୀ ୧୯୮୩ ମସିହାରେ ମୁକ୍ତିଲାଭ କରିଥିଲା ।
ମହାସତୀ ସାବିତ୍ରୀ | |
---|---|
ନିର୍ଦ୍ଦେଶକ | ସୋନା ମୁଖାର୍ଜୀ |
ପ୍ରଯୋଜକ | ଇନ୍ଦୁରେଖା ମହାନ୍ତି |
ସଂଳାପ | ଶୁକମଣି ନନ୍ଦ |
କଳାକାର | ଝରଣା ଦାସ, ରାଧା ପଣ୍ଡା, ତପତୀ ଭଟ୍ଟାଚାର୍ଯ୍ୟ, ରୋଜା ରମଣୀ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ସୁରେନ୍ଦ୍ର ସାହୁ |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୮୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୨୨ଲକ୍ଷ ୬୦ହଜାର |
ଅଭିନୟରେ
ସମ୍ପାଦନାଓଡ଼ିଆ କଥାଚିତ୍ର ‘ମହାସତୀ ସାବିତ୍ରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ଝରଣା ଦାସ
- ରାଧା ପଣ୍ଡା
- ତପତୀ ଭଟ୍ଟାଚାର୍ଯ୍ୟ
- ରୋଜା ରମଣୀ
- ରବି ତ୍ରୀପାଠୀ
- ସାହୁ ସାମୁଏଲ
- ଅକ୍ଷୟ ମହାନ୍ତି କଶ୍ୟପ
- ସଉଦାମିନି
- ଜଜ୍ ତିଆଡ଼ି
- ନିରଞ୍ଜନ
- ଦେବୁବ୍ରହ୍ମ
- ଗୀତା ରାଓ
- ଗୁରୁଦତ୍ତ
ସଙ୍ଗୀତ
ସମ୍ପାଦନା- ଲୀଲା ଘୋଷ- ପ୍ରଚ୍ଛଦପଟ ଗାୟିକା
- ଶୀର୍ଷାନନ୍ଦ ଦାସ କାନୁନଗୋ- ଗୀତିକାର
- ଅକ୍ଷୟ ମହାନ୍ତି- ଗୀତିକାର/ପ୍ରଚ୍ଛଦପଟ ଗାୟକ
- ଲକ୍ଷମଣି ନାରାୟଣ ମହାନ୍ତି- ଗୀତିକାର
- ସ୍ୱପ୍ନା ମୁଖର୍ଜୀ- ପ୍ରଚ୍ଛଦପଟ ଗାୟକ
- ଅନୁରାଧା ପୌଡ଼ୱାଲ- ପ୍ରଚ୍ଛଦପଟ ଗାୟକ
- ଅଲ୍କା ଅଗ୍ନି- ପ୍ରଚ୍ଛଦପଟ ଗାୟକ
ଆଧାର
ସମ୍ପାଦନାବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମହାସତୀ ସାବିତ୍ରୀ