ଗୃହଲକ୍ଷ୍ମୀ

୧୯୮୫ର ଓଡ଼ିଆ କଥାଚିତ୍ର

ଗୃହଲକ୍ଷ୍ମୀ, ୧୯୮୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିରମର୍ଥୀ ପଦ୍ମାକ୍ଷୀ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ପ୍ରଭାକର ରେଡ୍ଡୀ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ରାଓ ସି.ଏସ୍.ଆର୍. ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଗୃହଲକ୍ଷ୍ମୀ
ନିର୍ଦ୍ଦେଶକରାଓ ସି.ଏସ୍.ଆର୍.
ପ୍ରଯୋଜକନିରମର୍ଥୀ ପଦ୍ମାକ୍ଷୀ
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟପ୍ରଭାକର ରେଡ୍ଡୀ
କାହାଣୀପ୍ରଭାକର ରେଡ୍ଡୀ
କଳାକାରଶ୍ରୀରାମ ପଣ୍ଡା
ମହାଶ୍ୱେତା ରାୟ
ଦୁଃଖିରାମ ସ୍ୱାଇଁ
ଦେବୁ ବୋଷ
ପ୍ରେମାଞ୍ଜନ ପରିଡ଼ା
ଜୟୀରାମ ସାମଲ
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣପାଚ୍ଚି
ସମ୍ପାଦକସତ୍ୟ
ମୁକ୍ତିଲାଭ ତାରିଖ
୧୯ ଜୁଲାଇ ୧୯୮୫
ଦେଶ ଭାରତ
ଭାଷାଓଡ଼ିଆ

ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ, ଦୁଃଖିରାମ ସ୍ୱାଇଁ, ଦେବୁ ବୋଷ, ପ୍ରେମାଞ୍ଜନ ପରିଡ଼ା, ଜୟୀରାମ ସାମଲ, ଲୀଳା ଦୁଲାଲୀ, ସାମୁଏଲ ସାହୁ, ଗୀତା ରାଓ, ବିରେନ ରାଉତରାୟ, କୁଞ୍ଜଲତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନ କରନ୍ତୁ

କାହାଣୀ ସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ

ପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଗୀତ ରଚନା କରିଥିଲେ । ଗୀତା ଦାଶ, ବାଣୀ ଜୟରାମ, ଚିତ୍ତ ଜେନା, ପ୍ରଣବ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନ କରନ୍ତୁ

କ୍ରମଗୀତସମୟ

ଆଧାର ସମ୍ପାଦନ କରନ୍ତୁ

  1. "ଏହି ସିନେମା ପାଇଁ ମହାଶ୍ୱେତା ଭଏସ୍‌ ଡବିଂ କରି ନ ଥିଲେ ! | Sambad". Sambad. 1 February 2018. Archived from the original on 24 August 2018. Retrieved 24 August 2018.
  2. "୭୫ ବର୍ଷ ବୟସରେ ଅଭିନେତା ଦେବୁ ବୋଷଙ୍କ ପରଲୋକ | Kanak News". Kanak News. 23 August 2018. Archived from the original on 4 September 2018. Retrieved 4 September 2018.

ବାହାର ଆଧାର ସମ୍ପାଦନ କରନ୍ତୁ