ଟିକେ ହସ ଟିକେ ଲୁହ

୧୯୮୧ର ଓଡ଼ିଆ କଥାଚିତ୍ର

ସୁଶିଳ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଟିକେ ହସ ଟିକେ ଲୁହ [] ୧୯୮୧ ମସିହାରେ ମୁକ୍ତିଲାଭ କରିଥିଲା ।[]

ଟିକେ ହସ ଟିକେ ଲୁହ
ନିର୍ଦ୍ଦେଶକସୁଶିଳ ମୁଖାର୍ଜୀ
କାହାଣୀଜେ. ଏଚ. ସତ୍ତାର
କଳାକାରବିଜୟ ମହାନ୍ତି, ଝରଣା ଦାସ, ମହାଶ୍ୱେତା ରାୟ, ନିହାରିକା ସାହୁ
ସଙ୍ଗୀତପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ
ମୁକ୍ତିଲାଭ ତାରିଖ
୧୯୮୧
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୨୧ଲକ୍ଷ ୫୦ ହଜାର

ଗୀତ ଓ ସଙ୍ଗୀତ

ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆଭିକାରୀ ବଳ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[] ସୀତାର ବାଦକ ଅସିତ ରଞ୍ଜନ ଦାସ ଏହି କଥାଚିତ୍ରର ସଙ୍ଗୀତ ନିର୍ମାଣବେଳେ କାମ କରିଥିଲେ ।[]

ଦ୍ରଷ୍ଟବ୍ୟ

ସମ୍ପାଦନା
  1. ଇଣ୍ଟରନେଟ ମୁଭି ଡାଟାବେସରେ ଟିକେ ହସ ଟିକେ ଲୁହ
  2. Orissa reference: glimpses of Orissa (in ଇଂରାଜୀ). TechnoCAD Systems. 2001. Retrieved 21 September 2018.
  3. "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.[permanent dead link]
  4. "ବରିଷ୍ଠ ଆଇଏଏସ୍ ମନୋଜ ମିଶ୍ର ଓ ସଂଜୟ ସିଂଙ୍କୁ ଭଲ ଲାଗେ ଭିକାରୀ ବଳଙ୍କ ଭଜନ". News18 Odia. 26 May 2022. Archived from the original on 1 July 2022. Retrieved 29 August 2023.
  5. "ଟିକେ ହସ ଟିକେ ଲୁହ". ସମ୍ବାଦ. 7 May 2023. Archived from the original on 11 September 2023. Retrieved 11 September 2023.

ବାହାର ଲିଙ୍କ

ସମ୍ପାଦନା
  1. http://odiakhati.com/site_1644.xhtml[permanent dead link]
  2. http://www.moviebuff.com/tike-hasa-tike-luha