ରାଧା (ଓଡ଼ିଆ କଥାଚିତ୍ର)
୧୯୮୪ର ଓଡ଼ିଆ କଥାଚିତ୍ର
ରାଧା, ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁବ୍ରତ ସାମନ୍ତରାୟ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଜେ. ଏଚ୍. ସତ୍ତାର ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ରାଧା | |
---|---|
ନିର୍ଦ୍ଦେଶକ | ଜେ. ଏଚ୍. ସତ୍ତାର |
ପ୍ରଯୋଜକ | ସୁବ୍ରତ ସାମନ୍ତରାୟ |
ସଂଳାପ | ବିଜୟ ମିଶ୍ର |
ଚିତ୍ରନାଟ୍ୟ | ଜେ. ଏଚ୍. ସତ୍ତାର |
କାହାଣୀ | ଜେ. ଏଚ୍. ସତ୍ତାର |
କଳାକାର | ସୁବ୍ରତ ସାମନ୍ତରାୟ କସ୍ତୁରୀ ବଡ଼ୁ ଦୀପା ସାହୁ ବିରେନ ରାଉତରାୟ ସୂର୍ଯ୍ୟ ମିଶ୍ର ରାଜୁ ମିଶ୍ର ଜୟୀରାମ ସାମଲ ଜୟା ବି ଗୀତା ରାଓ |
ସଙ୍ଗୀତ | କମଳ ପଟ୍ଟନାୟକ |
ଚିତ୍ରଗ୍ରହଣ | ଅଶୋକ ସ୍ୱାଇଁ |
ସମ୍ପାଦକ | ହରମୋହନ |
ମୁକ୍ତିଲାଭ ତାରିଖ | ୧୯୮୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସୁବ୍ରତ ସାମନ୍ତରାୟ, କସ୍ତୁରୀ ବଡ଼ୁ, ଦୀପା ସାହୁ, ବିରେନ ରାଉତରାୟ, ସୂର୍ଯ୍ୟ ମିଶ୍ର, ରାଜୁ ମିଶ୍ର, ଜୟୀରାମ ସାମଲ, ଜୟା ବି, ଗୀତା ରାଓ, ନାଗେଶ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କମଳ ପଟ୍ଟନାୟକ । ଚିତ୍ତ ଜେନା, ଅନୁରାଧା ପୌଡ଼ୱାଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରାଧା