କୋଟିଏ ମଣିଷ ଗୋଟିଏ ଜଗା
୧୯୯୧ର କଥାଚିତ୍ର
ବିଜୟ ଭାସ୍କରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର କୋଟିଏ ମଣିଷ ଗୋଟିଏ ଜଗା ୧୯୯୧ ମସିହାରେ ମୁକ୍ତିଲାଭ କରିଥିଲା ।
କୋଟିଏ ମଣିଷ ଗୋଟିଏ ଜଗା | |
---|---|
ନିର୍ଦ୍ଦେଶକ | ବିଜୟ ଭାସ୍କର |
କଳାକାର | ବିଜୟ ମହାନ୍ତି, ତନ୍ଦ୍ରା ରାୟ, ରିତୁପର୍ଣା ସେନ୍ଗୁପ୍ତା, ଦେବୁ ବୋଷ, ରାଇ ମୋହନ, ବ୍ରଜ ସିଂ |
ମୁକ୍ତିଲାଭ ତାରିଖ | ୧୧ ଅକ୍ଟୋବର ୧୯୯୧[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୭୨ଲକ୍ଷ ୬୦ହଜାର |
ଅଭିନୟରେ
ସମ୍ପାଦନାଓଡ଼ିଆ କଥାଚିତ୍ର ‘କୋଟିଏ ମଣିଷ ଗୋଟିଏ ଜଗା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ବିଜୟ ମହାନ୍ତି
- ଦେବୁ ବୋଷ
- ବ୍ରଜ ସିଂ
- ତନ୍ଦ୍ରା ରାୟ
- ରିତୁପର୍ଣା ସେନ୍ଗୁପ୍ତା
- ରାଇ ମୋହନ
- ବଟକୃଷ୍ଣ ତ୍ରିପାଠୀ
- ରାଇମୋହନ[୨]
ଆଧାର
ସମ୍ପାଦନା- ↑ କାଦମ୍ବିନୀ, ଅକ୍ଟୋବର ୨୦୧୧, ପୃଷ୍ଠା:୩୫
- ↑ "ଓଲିଉଡ୍କୁ ରାଇଙ୍କ ଲେଉଟାଣି". Dharitri.com (in Odia). Odisha. Archived from the original on 14 January 2019. Retrieved 14 January 2019.
{{cite news}}
: CS1 maint: unrecognized language (link)
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ କୋଟିଏ ମଣିଷ ଗୋଟିଏ ଜଗା