ଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)

୧୯୮୬ର ଓଡ଼ିଆ କଥାଚିତ୍ର

ଫକିର ମୋହନ ସେନାପତିଙ୍କ ଲେଖା ଛ ମାଣ ଆଠ ଗୁଣ୍ଠକୁ ଆଧାର କରି ପାର୍ବତୀ ଘୋଷଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଛ ମାଣ ଆଠ ଗୁଣ୍ଠ [] - ୧୯୮୬ରେ ମୁକ୍ତିଲାଭ କରିଥିଲା ।

ଛ ମାଣ ଆଠ ଗୁଣ୍ଠ
ନିର୍ଦ୍ଦେଶକପାର୍ବତୀ ଘୋଷ
ପ୍ରଯୋଜକପାର୍ବତୀ ଘୋଷ
ସଂଳାପଫକିର ମୋହନ ସେନାପତି
କଳାକାରପାର୍ବତୀ ଘୋଷ, ବିଜୟ ମହାନ୍ତି, ନିହାରିକା ସାହୁ, ଦୁଖୀରାମ ସ୍ୱାଇଁ
ସଙ୍ଗୀତପ୍ରଫୁଲ୍ଲ କର
ମୁକ୍ତିଲାଭ ତାରିଖ
୧୯୮୬
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ

ସମ୍ପାଦନା

ପାର୍ବତୀ ଘୋଷ, ବିଜୟ ମହାନ୍ତି, ନିହାରିକା ସାହୁଦୁଖୀରାମ ସ୍ୱାଇଁଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର


ଦ୍ରଷ୍ଟବ୍ୟ

ସମ୍ପାଦନା
  1. ଇଣ୍ଟରନେଟ ମୁଭି ଡାଟାବେସରେ ଛ ମାଣ ଆଠ ଗୁଣ୍ଠ