କେମିତି ଏ ବନ୍ଧନ
କେମିତି ଏ ବନ୍ଧନ, ୨୦୧୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦୀପ କୁମାର ସାହୁ । ପ୍ରଦୀପ ସାହୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସରୋଜ ସତପଥୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
କେମିତି ଏ ବନ୍ଧନ | |
---|---|
ନିର୍ଦ୍ଦେଶକ | ସରୋଜ ସତପଥୀ |
ପ୍ରଯୋଜକ | ପ୍ରଦୀପ କୁମାର ସାହୁ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ସରୋଜ ସତପଥୀ |
କାହାଣୀ | ପ୍ରଦୀପ ସାହୁ |
କଳାକାର | ସବ୍ୟସାଚୀ ମିଶ୍ର ଅର୍ପିତା ମୁଖାର୍ଜୀ ଅନୁ ଚୌଧୁରୀ ଚନ୍ଦ୍ରଚୁଡ଼ ସିଂହ ବିଜୟ ମହାନ୍ତି ମହାଶ୍ୱେତା ରାୟ ମିହିର ଦାସ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ରବି ବି. ସତୀଶ |
ସମ୍ପାଦକ | ସମୀର ରଞ୍ଜନ ଦାସ ରବି ଶଙ୍କର ପଟ୍ଟନାୟକ |
କଥାଚିତ୍ରର ସମୟ | ୧୨ ଅଗଷ୍ଟ ୨୦୧୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ଅର୍ପିତା ମୁଖାର୍ଜୀ ।[୨] ହିନ୍ଦୀ କଥାଚିତ୍ର ଅଭିନେତା ଚନ୍ଦ୍ରଚୁଡ଼ ସିଂହ ଏହି କଥାଚିତ୍ର ଜରିଆରେ ପ୍ରଥମ ଥର ପାଇଁ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।[୩] ଅନୁ ଚୌଧୁରୀ, ବିଜୟ ମହାନ୍ତି, ମହାଶ୍ୱେତା ରାୟ, ମିହିର ଦାସ, ହରିହର ମହାପାତ୍ର, ଅଶ୍ରୁମୋଚନ ମହାନ୍ତି, ହାଡ଼ୁ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୧] ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ, ନିଜାମ, ପ୍ରବୋଦ ରାଉତ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଅଲ୍କା ୟାଗ୍ନି, ତପୁ ମିଶ୍ର, କୁମାର ବାପି, ମହମଦ ଅଜିଜ୍, ଶକ୍ତି ମିଶ୍ର, ପମି, ଶ୍ରୀଚରଣ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ତୁ ଆମର ହସ ଖୁସି" | |
2. | "ଆରେ ଆରେ ମୋର ସାଥି" | |
3. | "ଭଙ୍ଗା ଆଇନାର" | |
4. | "ଅଜଣା ବାଟୋଇ କେମିତି ଜାଣିବ" | |
5. | "ଝିଲ୍ମିଲ୍ ଝିଲ୍ମିଲ୍" | |
6. | "କେମିତିକା ଜାଣିବ ଇଏ କେମିତିକା ବନ୍ଧନ ଇଏ" | |
7. | "ମୋ ଠୁ ମୋତେ ଚୋରି କରିଛି (ନାରୀ)" | |
8. | "ମୋ ଠୁ ମୋତେ ଚୋରି କରିଛି (ପୁରୁଷ)" |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Kemiti E Bandhana". Incredible Orissa. 31 August 2011. Retrieved 23 November 2017.
- ↑ "ଓଡ଼ିଆ ହେଉ ବା ତେଲୁଗୁ ସିନେମା, ଲଭର ବୟ ସବ୍ୟସାଚୀ ସବୁଠି ଫିଟ୍". Odisha Live. 12 October 2017. Retrieved 23 November 2017.
- ↑ "ଏ ଦୁଇ ବଲିଉଡ ନାୟକଙ୍କ ନାୟିକା ବନିଥିଲେ ଅନୁ ଚୌଧୁରୀ". sambad.in. 22 September 2017. Retrieved 23 November 2017.
- ↑ "ଓଲିଉଡ୍ ନାୟିକା , ବଲିଉଡ୍ ନାୟକ ! | Kanak News". Kanak News. 22 September 2017. Archived from the original on 26 October 2017. Retrieved 1 September 2018.
- ↑ "ଅନୁଙ୍କ ଅଭିନୟ ଯାତ୍ରା" (PDF). ସମୟ (ତରଙ୍ଗ) (in Odia). Odisha. 28 May 2017. p. 14. Archived from the original (PDF) on 6 June 2017. Retrieved 14 January 2019.
{{cite news}}
: CS1 maint: unrecognized language (link) - ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ କେମିତି ଏ ବନ୍ଧନ