ଉପେନ୍ଦ୍ର କୁମାର
ଓଡ଼ିଆ ସଙ୍ଗୀତକାର
ଉପେନ୍ଦ୍ର କୁମାର ଜଣେ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ।[୧] ସେ ଓଡ଼ିଆ ଓ ବିଭିନ୍ନ ଦକ୍ଷିଣ ଭାରତୀୟ ଭାଷାର ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ ।[୨] ସେ ୧୯୪୧ ମସିହାରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାସ୍ଥିତ ଦିଗପହଣ୍ଡିରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କର ନିର୍ଦ୍ଦେଶିତ ଗୀତ ମଧ୍ୟରୁ "ଯାହା ମୁଁ ଖୋଜିଛି, ତାହା ମୁଁ ପାଇଛି", "ଇନ୍ଦ୍ରଧରୁର ସପ୍ତ ରଙ୍ଗ", "ପୀରତି ତୋର ଦୁରୁ ଜୁହାର", "ସପନର ପଥେ ପଥେ", "ସମୀର ସୁରେ", "ସ୍ୱର୍ଗାଦପୀ ଗରିୟସୀ" ଆଦି ଅନ୍ୟତମ ।
ଉପେନ୍ଦ୍ର କୁମାର | |
---|---|
![]() | |
ଜନ୍ମ | ଉପେନ୍ଦ୍ର କୁମାର ୧୮ ଜୁଲାଇ ୧୯୪୧ |
ମୃତ୍ୟୁ | ୨୪ ଜାନୁଆରୀ ୨୦୦୨ | (ବୟସ ୬୦)
ଜାତୀୟତା | ![]() |
ଜଣାଶୁଣା | ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ |
ଜୀବନସାଥୀ | ଏଚ ପି ଗୀତା |
ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ସମ୍ପାଦନ କରନ୍ତୁ
ସମ୍ମାନ ଓ ଉପାଧି ସମ୍ପାଦନ କରନ୍ତୁ
- ସଙ୍ଗୀତ ସରସ୍ୱତୀ[୪]
ଆଧାର ସମ୍ପାଦନ କରନ୍ତୁ
- ↑ National Film Festival. Directorate of Film Festivals, Ministry of Information and Broadcasting, Government of India. 1993.
- ↑ https://www.thehindu.com/todays-paper/tp-features/tp-metroplus/singing-across-borders/article19543269.ece
- ↑ http://www.newindianexpress.com/states/odisha/2009/jul/24/remembering-upendra-kumar-70508.html
- ↑ Orissa Review. 1991.
ବାହାର ଆଧାର ସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଉପେନ୍ଦ୍ର କୁମାର