ପିପାସା

୧୯୭୮ର ଓଡ଼ିଆ କଥାଚିତ୍ର

ପିପାସା,୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ମନ୍ମଥନାଥ ଦାସ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ଦେବୀ ଦାସ । ସଙ୍ଗୀତକାର ଦୁରାଇ ରାଜ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ପିପାସା
ନିର୍ଦ୍ଦେଶକଦେବୀ ଦାସ
ସଂଳାପମନ୍ମଥନାଥ ଦାସ
କଳାକାରଅଜିତ ଦାସ
ନରୀ
ତନ୍ଦ୍ରା ରାୟ
ନିହାରିକା ସାହୁ
ରାମଚନ୍ଦ୍ର ପ୍ରତିହାରୀ
ସଙ୍ଗୀତଉପେନ୍ଦ୍ର କୁମାର
ସମ୍ପାଦକଦୁରାଇ ରାଜ
ମୁକ୍ତିଲାଭ ତାରିଖ
୨୪ ଫେବୃଆରି ୧୯୭୮
କଥାଚିତ୍ରର ସମୟ
୧୪୪ ମିନଟ
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚ୩୨ ଲକ୍ଷ ୨୫ହଜାର ଟଙ୍କା

ଅଜିତ ଦାସ, ତନ୍ଦ୍ରା ରାୟ, ନିହାରିକା ସାହୁ, ନରେନ୍ଦ୍ର ବେହେରା, ସଚି ପଣ୍ଡା, ଜର୍ଜ ତିଆଡ଼ି, ରାମଚନ୍ଦ୍ର ପ୍ରତିହାରୀ ମୁଖ୍ୟ କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟସମ୍ପାଦନ କରନ୍ତୁ

ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦୁରାଇ ରାଜ । ଗୀତିକାର ନାରାୟଣ ପ୍ରସାଦ ସିଂହଶିବବ୍ରତ ଦାସ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ପ୍ରଣବ ପଟ୍ଟନାୟକ, ବାଣୀ ଜୟରାମ, ପି. ସୁଶୀଳା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଆଧାରସମ୍ପାଦନ କରନ୍ତୁ

  1. "Veteran Odia actor Ajit Das no more - OrissaPOST". Odisha News, Odisha Latest news, Odisha Daily - OrissaPOST. 13 September 2020. Archived from the original on 13 September 2020. Retrieved 13 September 2020.

ବାହାର ଆଧାରସମ୍ପାଦନ କରନ୍ତୁ