ସମର୍ପଣ

୧୯୭୮ର ଓଡ଼ିଆ କଥାଚିତ୍ର

ପ୍ରଫୁଲ୍ଲ ରଥଏନ୍. ଗୋପାଳକୃଷ୍ଣଙ୍କ ମିଳିତ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ସମର୍ପଣ [୧] - ୧୯୭୮ ମସିହାରେ ମୁକ୍ତିଲାଭ କରିଥିଲା । ଏହି ସିନେମାରେ ବିଜୟ ମହାନ୍ତି, ଶରତ ପୂଜାରୀ, ଜଗନ୍ନାଥ, ଗିରିଶ ଚନ୍ଦ୍ର ପୁରୋହିତ, ତନ୍ଦ୍ରା ରାୟନିହାରିକା ସାହୁ ପ୍ରମୁଖ ଅଭିନୟ କରିଥିଲେ |

ସମର୍ପଣ
ନିର୍ଦ୍ଦେଶକପ୍ରଫୁଲ୍ଲ ରଥ, ଏନ୍. ଗୋପାଳକୃଷ୍ଣ
ପ୍ରଯୋଜକପ୍ରଫୁଲ୍ଲ ରଥ
ଚିତ୍ରନାଟ୍ୟପ୍ରଫୁଲ୍ଲ ରଥ
କାହାଣୀପ୍ରଫୁଲ୍ଲ ରଥ
କଳାକାରବିଜୟ ମହାନ୍ତି, ଶରତ ପୂଜାରୀ, ଜଗନ୍ନାଥ, ଗିରିଶ ଚନ୍ଦ୍ର ପୁରୋହିତ, ତନ୍ଦ୍ରା ରାୟ, ନିହାରିକା ସାହୁ
ସଙ୍ଗୀତଉପେନ୍ଦ୍ର କୁମାର
ମୁକ୍ତିଲାଭ ତାରିଖ
୨୩ ମାର୍ଚ୍ଚ ୧୯୭୮
କଥାଚିତ୍ରର ସମୟ
୧୪୬ ମିନଟ
ଦେଶ ଭାରତ
ଭାଷାଓଡ଼ିଆ


ଦ୍ରଷ୍ଟବ୍ୟ ସମ୍ପାଦନା

  1. ଇଣ୍ଟରନେଟ ମୁଭି ଡାଟାବେସରେ ସମର୍ପଣ