ମାଣିକ (ଓଡ଼ିଆ କଥାଚିତ୍ର)
ମାଣିକ, ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଯୋଗେନ୍ଦ୍ର ମହାପାତ୍ର ଓ ପୂର୍ଣ୍ଣ ମହାପାତ୍ର । ପ୍ରେମାଞ୍ଜନ ମହାନ୍ତି ଏହି କଥାଚିତ୍ରଟିର ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଆର୍. ଅସରର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କର କାଞ୍ଚି ଅଭିଯାନ ସମୟର କିମ୍ବଦନ୍ତୀ କାହାଣୀ ମାଣିକ ଗଉଡ଼ୁଣୀ ଉପରେ ଆଧାରିତ ।[୨][୩][୪][୫]
ମାଣିକ | |
---|---|
ନିର୍ଦ୍ଦେଶକ | ଆର୍. ଅସରର |
ପ୍ରଯୋଜକ | ଯୋଗେନ୍ଦ୍ର ମହାପାତ୍ର ପୂର୍ଣ୍ଣ ମହାପାତ୍ର |
ସଂଳାପ | ପ୍ରେମାଞ୍ଜନ ମହାନ୍ତି |
ଚିତ୍ରନାଟ୍ୟ | ପ୍ରେମାଞ୍ଜନ ମହାନ୍ତି |
କଳାକାର | ବିଜୟ ମହାନ୍ତି ତନ୍ଦ୍ରା ରାୟ ଗୁରୁ ଦତ୍ତ ଜୟୀରାମ ସାମଲ] |
ସଙ୍ଗୀତ | ଉପେନ୍ଦ୍ର କୁମାର |
ଚିତ୍ରଗ୍ରହଣ | ନାଗରାଜ |
ସମ୍ପାଦକ | ମାଧବନ |
Production company | ରୁପା ଇଣ୍ଟରନେସନାଲ |
ମୁକ୍ତିଲାଭ ତାରିଖ | ୧୯ ଜୁଲାଇ ୧୯୮୬ |
କଥାଚିତ୍ରର ସମୟ | ୧୩୫ ମିନିଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଗୁରୁ ଦତ୍ତ, ଜୟୀରାମ ସାମଲ, ଜୟା ବି, ଧୀର ବାସ, ଗୀତ ଦତ୍ତ, ପ୍ରେମାଞ୍ଜନ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ବିଜୟ ମହାନ୍ତି
- ତନ୍ଦ୍ରା ରାୟ
- ଗୁରୁ ଦତ୍ତ
- ଜୟୀରାମ ସାମଲ
- ଜୟା ବି
- ଧୀର ବାସ
- ଗୀତ ଦତ୍ତ
- ପ୍ରେମାଞ୍ଜନ ମହାନ୍ତି
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟରି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଉପେନ୍ଦ୍ର କୁମାର । ନାରାୟଣ ପ୍ରସାଦ ସିଂହ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଚିତ୍ତ ଜେନା, ପ୍ରଣବ ପଟ୍ଟନାୟକ, ଏସ୍. ଜାନକୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ରଖିଥା ମିଠା ଦହି" | ନାରାୟଣ ପ୍ରସାଦ ସିଂହ | ଏସ୍. ଜାନକୀ | |
2. | "କୃଷ୍ଣ ମାୟା କଲେ" | ନାରାୟଣ ପ୍ରସାଦ ସିଂହ | ପ୍ରଣବ ପଟ୍ଟନାୟକ |
ଆଧାର
ସମ୍ପାଦନା- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
- ↑ "Archived copy". Archived from the original on 5 October 2011. Retrieved 2011-07-03.
{{cite web}}
: CS1 maint: archived copy as title (link) - ↑ Google books: Lord Jagannath - Page 163
- ↑ Google Books: Legends and stories on Lord Jagannath
- ↑ "ଆର୍କାଇଭ୍ କପି". Archived from the original on 2015-07-04. Retrieved 2018-08-22.
{{cite web}}
: Cite has empty unknown parameter:|1=
(help)
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମାଣିକ