ପୁନର୍ମିଳନ

୧୯୭୭ର ଓଡ଼ିଆ କଥାଚିତ୍ର

ପୁନର୍ମିଳନ, ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାମା ରାଓ । କେ. ପି. କୋଟ୍ଟାରକର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରଘୁ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । କେ.ଡି.ଏଚ୍. ରାଓ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ପୁନର୍ମିଳନ
ନିର୍ଦ୍ଦେଶକକେ.ଡି.ଏଚ୍. ରାଓ
ପ୍ରଯୋଜକରାମା ରାଓ
ସଂଳାପରଘୁ ମିଶ୍ର
କାହାଣୀକେ. ପି. କୋଟ୍ଟାରକର
କଳାକାରରଘୁନାଥ ବେହେରା
ଚକ୍ରପାଣି
ଅଜିତ ଦାସ
ଗଣନାଥ ଜେନା
ଅଜିତ କର
ନିତ୍ୟାନନ୍ଦ ମିଶ୍ର
ରଘୁ ମିଶ୍ର
ସରୋଜ ମିଶ୍ର
ସୁନୀଲ ମିଶ୍ର
ସଙ୍ଗୀତଉପେନ୍ଦ୍ର କୁମାର
ଚିତ୍ରଗ୍ରହଣକେ. ଜି. ବିରାଗନ
ସମ୍ପାଦକଅଜୟ କୁମାର
ମୁକ୍ତିଲାଭ ତାରିଖ
୧୩ ଅପ୍ରେଲ ୧୯୭୭
କଥାଚିତ୍ରର ସମୟ
୧୩୬ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ରଘୁନାଥ ବେହେରା, ଚକ୍ରପାଣି, ଅଜିତ ଦାସ, ଗଣନାଥ ଜେନା, ଅଜିତ କର, ନିତ୍ୟାନନ୍ଦ ମିଶ୍ର, ରଘୁ ମିଶ୍ର, ସରୋଜ ମିଶ୍ର, ସୁନୀଲ ମିଶ୍ର, ଋତୁପର୍ଣ୍ଣା ପଟ୍ଟନାୟକ, ରାଜେଶ୍ୱରୀ, ରୋଜା ରମଣୀ, ତନ୍ଦ୍ରା ରାୟ, ନୀହାରିକା ସାହୁ, ବସନ୍ତ ସାମଲ, ଦୁର୍ଗା ଶତପଥୀ, ସତ୍ୟଭାମା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଉପେନ୍ଦ୍ର କୁମାର । ଶିବବ୍ରତ ଦାସ, ରଘୁ ମିଶ୍ର ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସିକନ୍ଦର ଆଲାମ, ଏଚ୍. ପି. ଗୀତା, ଏସ୍. ଜାନକୀ, ପ୍ରଣବ ପଟ୍ଟନାୟକ, ମାଳବିକା ରାୟ, ସ୍ୱର୍ଣ୍ଣଲତା, ଏସ୍. ବିଦ୍ୟାରାଣୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ

ଆଧାରସମ୍ପାଦନ କରନ୍ତୁ

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  2. "Veteran Odia actor Ajit Das no more - OrissaPOST". Odisha News, Odisha Latest news, Odisha Daily - OrissaPOST. 13 September 2020. Archived from the original on 13 September 2020. Retrieved 13 September 2020.

ବାହାର ଆଧାରସମ୍ପାଦନ କରନ୍ତୁ