ଅଲିଭା ଦାଗ
୧୯୮୦ର ଓଡ଼ିଆ କଥାଚିତ୍ର
ରମାରମଣ ପାଢ଼ୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ବୟସ୍କଙ୍କ ପାଇଁ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଅଲିଭା ଦାଗ ୧୯୮୦ ମସିହାରେ ମୁକ୍ତିଲାଭ କରିଥିଲା ।[୧] ଏହି କଥାଚିତ୍ରରେ ସୁରେଶ ମହାପାତ୍ର, ଅନିତା ଦାସ, ଜୟା, ତନ୍ଦ୍ରା ରାୟ, ମନ୍ମଥ, ମୋହନ ରଥ ଲଳିତ ଓ ନିରଞ୍ଜନ ଶତପଥୀ ପ୍ରମୁଖ ଅଭିନୟ କରିଥିଲେ |
ଅଲିଭା ଦାଗ | |
---|---|
ନିର୍ଦ୍ଦେଶକ | ରମାରମଣ ପାଢ଼ୀ |
କଳାକାର | ସୁରେଶ ମହାପାତ୍ର, ଅନିତା ଦାସ, ଜୟା, ତନ୍ଦ୍ରା ରାୟ |
ସଙ୍ଗୀତ | ଉପେନ୍ଦ୍ର କୁମାର |
ମୁକ୍ତିଲାଭ ତାରିଖ | ୨୯ ଅଗଷ୍ଟ ୧୯୮୦ |
ଦେଶ | ![]() |
ଭାଷା | ଓଡ଼ିଆ |
ଖର୍ଚ୍ଚ | ![]() |
ନାରାୟଣ ପ୍ରସାଦ ସିଂଙ୍କ ଲିଖିତ ଗୀତ ଗୁଡ଼ିକୁ ପ୍ରଣବ ପଟ୍ଟନାୟକ ଗାୟନ କରିଥିଲେ । ସଙ୍ଗୀତା ଗୋସାଇଁ ଅନ୍ୟତମ ପ୍ରଚ୍ଛଦପଟ ଗାୟିକା ଭାବରେ କାର୍ଯ୍ୟ କରିଥିଲେ ।[୨]
ଆଧାରସମ୍ପାଦନ କରନ୍ତୁ
- ↑ "Alibha Daga (1980)". Odia Khati. Retrieved 13 May 2014.
- ↑ http://www.thesundayindian.com/or/story/sangeeta/23/1562/
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଅଲିଭା ଦାଗ