ଏ ନୁହେଁ କାହାଣୀ
୧୯୭୭ର ଓଡ଼ିଆ କଥାଚିତ୍ର
କେ. ଏଚ. ଡି. ରାଓଙ୍କ ନିର୍ଦ୍ଦେଶନାରେ[୧] ନିର୍ମିତ ଓଡ଼ିଆ କଥାଚିତ୍ର ଏ ନୁହେଁ କାହାଣୀ ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା ।[୨] ଏହା ପ୍ରଥମ ଥିଲା ପ୍ରଥମ ଓଡ଼ିଆ ରିମେକ ଚଳଚ୍ଚିତ୍ର । ହିନ୍ଦୀ ଚଳଚ୍ଚିତ୍ର "ଛୋଟି ବହେନ୍"ରୁ ଏହା ରିମେକ କରା ଯାଇଥିଲା ।[୩]
ଏ ନୁହେଁ କାହାଣୀ | |
---|---|
ନିର୍ଦ୍ଦେଶକ | କେ. ଏଚ. ଡି. ରାଓ |
କଳାକାର | ପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ, ଜୟୀରାମ ସାମଲ, ଜର୍ଜ ତିଆଡ଼ି |
ସଙ୍ଗୀତ | ଉପେନ୍ଦ୍ର କୁମାର |
ମୁକ୍ତିଲାଭ ତାରିଖ | ୧୪ ଅକ୍ଟୋବର ୧୯୭୭ |
ଦେଶ | ![]() |
ଭାଷା | ଓଡ଼ିଆ |
ଖର୍ଚ୍ଚ | ![]() |
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆ କଥାଚିତ୍ର ‘ଏ ନୁହେଁ କାହାଣୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାରସମ୍ପାଦନ କରନ୍ତୁ
- ↑ http://www.orissabarta.com/index.php?option=com_content&view=article&id=8605:-odia-films-list-from-the-year-1936-2010&catid=44:tourism&Itemid=87
- ↑ Indian Films. 1978.
- ↑ http://www.telegraphindia.com/1120109/jsp/odisha/story_14979728.jsp#.Vp4eDE8wDSg
- ↑ "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.
{{cite news}}
: CS1 maint: unrecognized language (link)
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଏ ନୁହେଁ କାହାଣୀ