ପରିବାର (ଓଡ଼ିଆ କଥାଚିତ୍ର)

୧୯୭୮ର ଓଡ଼ିଆ କଥାଚିତ୍ର

ପରିବାର, ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଭି. ଅଞ୍ଜନୀ କୁମାର । ଅକ୍ଷୟ ମହାନ୍ତି ଓ ବିଷ୍ଣୁ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ କେ. ଏଚ୍. ଡି. ରାଓ । ସଙ୍ଗୀତ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ପରିବାର
ନିର୍ଦ୍ଦେଶକକେ. ଏଚ୍. ଡି. ରାଓ
ପ୍ରଯୋଜକଭି. ଅଞ୍ଜନୀ କୁମାର
ସଂଳାପଅକ୍ଷୟ ମହାନ୍ତି
ବିଷ୍ଣୁ ପଟ୍ଟନାୟକ
କଳାକାରଗ୍ଲୋରିଆ ମହାନ୍ତି
ଚକ୍ରପାଣୀ
ଅନିତା ଦାସ
ଜୟୀରାମ ସାମଲ
ଭୋଳାନାଥ
ଅଭୟ ମହାନ୍ତି
ସଙ୍ଗୀତଉପେନ୍ଦ୍ର କୁମାର
ଚିତ୍ରଗ୍ରହଣଏସ୍. ପାର୍ଥସାରଥୀ
ସମ୍ପାଦକଅଜୟ କୁମାର
ମୁକ୍ତିଲାଭ ତାରିଖ
୧୯୭୮
ଦେଶ ଭାରତ
ଭାଷାଓଡ଼ିଆ

ଗ୍ଲୋରିଆ ମହାନ୍ତି, ଚକ୍ରପାଣୀ, ଅନିତା ଦାସ, ଜୟୀରାମ ସାମଲ, ଭୋଳାନାଥ, ଅଭୟ ମହାନ୍ତି, ନିହାରିକା ସାହୁ, ସତ୍ୟରଞ୍ଜନ ସିଂହ, ନରେନ୍ଦ୍ର ମିଶ୍ର, ଗୀତାରାଣୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଉପେନ୍ଦ୍ର କୁମାରବୃନ୍ଦାବନ ଜେନା, ନାରାୟଣ ପ୍ରସାଦ ସିଂହ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସିକନ୍ଦର ଆଲାମ, ଏଚ୍.ପି. ଗୀତା, ବାଣୀ ଜୟରାମ, ଏସ୍. ଜାନକୀ, ପ୍ରଣବ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.

ବାହାର ଆଧାର ସମ୍ପାଦନା