ଆ'ଲୋ ମୋର କଣ୍ଢେଇ

୨୦୧୦ର ଓଡ଼ିଆ କଥାଚିତ୍ର

ଆ'ଲୋ ମୋର କଣ୍ଢେଇ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମାନସ ସାହୁ । ଚଞ୍ଜଳା ସାହୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଚିନ୍ମୟ ଦାସ ପଟ୍ଟନାୟକ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହିମାଂଶୁ ପରିଜା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଆ'ଲୋ ମୋର କଣ୍ଢେଇ
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକମାନସ ସାହୁ
ସଂଳାପଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟହିମାଂଶୁ ପରିଜା
କାହାଣୀଚଞ୍ଜଳା ସାହୁ
କଳାକାରଆକାଶ ଦାସନାୟକ
ପ୍ରିୟା ଚୌଧୁରୀ
ଅର୍ଚ୍ଚିତା ସାହୁ
ସିଦ୍ଧାନ୍ତ ମହାପାତ୍ର
ମିହିର ଦାସ
ହରିହର ମହାପାତ୍ର
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକପ୍ରତୀକ ମିଶ୍ର
ମୁକ୍ତିଲାଭ ତାରିଖ
୧୧ ଜୁନ ୨୦୧୦
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆକାଶ ଦାସନାୟକ, ପ୍ରିୟା ଚୌଧୁରୀ ଓ ଅର୍ଚ୍ଚିତା ସାହୁ ।[୧] ସିଦ୍ଧାନ୍ତ ମହାପାତ୍ର ଏହି କଥାଚିତ୍ରଟିର ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ମିହିର ଦାସ, ସରୋଜ ଦାସ, ଅନୀତା ଦାସ, ହରିହର ମହାପାତ୍ର, ବୀଣା ମହାରଣା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗତୀ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦବସନ୍ତରାଜ ସାମଲ ଏବଂ ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । କୁମାର ବାପି, ଶ୍ରୀଚରଣ ମହାନ୍ତି, ଖୁସ୍‌ବୋ ଜୈନ, ପାମେଲା ଜୈନ, ଉଦିତ ନାରାୟଣ, ଦିପ୍ତି ପଣ୍ଡା, ଶୈଳଭାମା ମହାପାତ୍ର, ସୁଭଦ୍ରା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ଆ'ଲୋ ମୋର କଣ୍ଢେଇ" 
2."ଆଇ ଲଭ୍‌ ୟୁ" 
3."ଚାନ୍ଦ କ‌ହିଲା ତୁ କ'ଣ ନବୁ" 
4."କେବେ ନା କେବେ ଚଲା ବାଟରେ" 
5."ଅନାଥର ନାଥ" 

ଆଧାର ସମ୍ପାଦନା

  1. ୧.୦ ୧.୧ "ଏହି ତିନି ଟପ୍‌ ନାୟିକାଙ୍କ ସହ ବି ଏକାଠି ଆସିଛନ୍ତି ଅର୍ଚ୍ଚିତା | Sambad". Sambad (in Odia). ଓଡ଼ିଶା. 11 September 2018. Archived from the original on 15 September 2018. Retrieved 12 September 2018.{{cite news}}: CS1 maint: unrecognized language (link)
  2. "Akash Dasnayak". Incredible Orissa. 5 October 2011. Retrieved 1 December 2017.
  3. "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ହିରୋଗିରି' | Sambad". ସମ୍ବାଦ. sambad.in. 20 November 2021. Archived from the original on 31 December 2021. Retrieved 31 December 2021.
  4. ଓଝା, ଶିବଶଙ୍କର (28 November 2021). "ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି ଓଲିଉଡ ସୁନ୍ଦରୀ | Sambad". ସମ୍ବାଦ. sambad.in. Archived from the original on 30 May 2022. Retrieved 30 May 2022.
  5. "ଏହି ଜଣାଶୁଣା ନାୟକଙ୍କ ସହ ବି ନଜର ଆସିଥିଲେ ପ୍ରିୟା". ସମ୍ବାଦ. ଭୁବନେଶ୍ୱର: sambad.in. 12 August 2022. Archived from the original on 24 October 2022. Retrieved 24 October 2022.
  6. "ପୁଣି ଭିନ୍ନ ଧରଣର ଭୂମିକାରେ ନଜର ଆସିବେ ସିଦ୍ଧାନ୍ତ". Sambad. 21 May 2023. Archived from the original on 18 September 2023. Retrieved 18 September 2023.
  7. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  8. "ଏହି ଓଲିଉଡ ନାୟିକାଙ୍କ ସ୍ୱପ୍ନ ପୂରଣ ହେଲା". sambad.in. 31 May 2018. Retrieved 6 June 2018.

ବାହାର ଆଧାର ସମ୍ପାଦନା