ସୋର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
(Soro Assembly constituencyରୁ ଲେଉଟି ଆସିଛି)
ସୋର (କ୍ରମିକ ସଂଖ୍ୟା: ୪୧) ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସୋର (ବି), ସୋର ବ୍ଳକ ଓ ବାହାନଗା ବ୍ଳକର କିଛି ଅଞ୍ଚଳ ।[୨][୩]
ସୋରୋ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୩,୯୩୭ |
ଜିଲ୍ଲା: | ବାଲେଶ୍ୱର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଭଦ୍ରକ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପର୍ଶୁରାମ ଧଡ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମୃତୁଞ୍ଜୟ ଜେନାଙ୍କଠାରୁ ୪୯୧୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ପ୍ରସାଦ ପରମାଣିକ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ପର୍ଶୁରାମ ଧଡ଼ାଙ୍କଠାରୁ ୩୬୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୫୧ରୁ ୨୦୦୯ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୭][୪]
- ୨୦୨୪: ମାଧବ ଧଡ଼ା (ବିଜେଡି)
- ୨୦୧୯: ପର୍ଶୁରାମ ଧଡ଼ା
- ୨୦୧୪: (୪୧): ପର୍ଶୁରାମ ଧଡ଼ା (ବିଜଦ)
- ୨୦୦୯: (୪୧): ସୁରେନ୍ଦ୍ର ପ୍ରସାଦ ପରମାଣିକ (କଂଗ୍ରେସ)
- ୨୦୦୪: (୧୫): କାର୍ତ୍ତିକ ମହାପାତ୍ର (କଂଗ୍ରେସ)
- ୨୦୦୦: (୧୫): କାର୍ତିକ ମହାପାତ୍ର (କଂଗ୍ରେସ)
- ୧୯୯୫: (୧୫): କାର୍ତିକ ମହାପାତ୍ର (କଂଗ୍ରେସ)
- ୧୯୯୦: (୧୫): କାର୍ତିକ ମହାପାତ୍ର (କଂଗ୍ରେସ)
- ୧୯୮୫: (୧୫): ଯଦୁନାଥ ଦାସ ମହାପାତ୍ର
- ୧୯୮୦: (୧୫): ପୀତାମ୍ବର ପଣ୍ଡା (ସିପିଆଇ)
- ୧୯୭୭: (୧୫): ହରପ୍ରସାଦ ମହାପାତ୍ର (ଜନତା)
- ୧୯୭୪: (୧୫): ଯଦୁନାଥ ଦାସ ମହାପାତ୍ର (କଂଗ୍ରେସ)
- ୧୯୭୧: (୧୬): ଯଦୁନାଥ ଦାସ ମହାପାତ୍ର (ଉତ୍କଳ କଂଗ୍ରେସ)
- ୧୯୬୭: (୧୬): ହରପ୍ରସାଦ ମହାପାତ୍ର (ସ୍ୱତନ୍ତ୍ର)
- ୧୯୬୧: (୧୨୪): କରୁଣାକର ପାଣିଗ୍ରାହୀ (କଂଗ୍ରେସ)
- ୧୯୫୭: (୮୮): ହରେକୃଷ୍ଣ ମହତାବ (କଂଗ୍ରେସ) ଓ ଚୈତନ୍ୟ ପ୍ରସାଦ ସେଠୀ (କଂଗ୍ରେସ)
- ୧୯୫୧: (୫୪): ନନ୍ଦ କିଶୋର ଦାସ (କଂଗ୍ରେସ)
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ବିଧାନ ସଭା ନିର୍ବାଚନ, ସୋର [୮] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
କଂଗ୍ରେସ | ସୁରେନ୍ଦ୍ର ପ୍ରସାଦ ପରମାଣିକ | ୫୦,୧୫୯ | ୪୩.୧୯ | - | |
ଭାଜପା | ପର୍ଶୁରାମ ଧଡ଼ା | ୪୯,୭୯୯ | ୪୨.୮୮ | - | |
ସିପିଆଇ | ଜୟକୃଷ୍ଣ ମଲ୍ଲିକ | ୧୧,୩୧୮ | ୯.୭୫ | - | |
ସମୃଦ୍ଧ ଓଡ଼ିଶା | ଐର ଖାରବେଳ ମହାଳିକ | ୧,୩୬୨ | ୧.୧୭ | - | |
ବସପା | ନମିତା ଜେନା | ୧,୦୮୩ | ୦.୯୩ | - | |
ସପା | ପୁଷ୍ପଲତା ମହାଲିକ | ୯୮୩ | ୦.୮୫ | - | |
ସ୍ୱାଧୀନ | ବନମାଳି ଓଝା | ୭୩୩ | ୦.୬୩ | - | |
ଓଡ଼ିଶା ମୁକ୍ତି ମୋର୍ଚ୍ଚା | ଜଗନ୍ନାଥ ଦାସ | ୭୦୧ | ୦.୬୦ | - | |
ଭୋଟ ବ୍ୟବଧାନ | ୩୬୦ | ୦.୩୧* | - | ||
ମତଦାନ ହାର | ୧,୧୬,୧୭୨ | ୬୩.୮୨ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ଆଧାର
ସମ୍ପାଦନା- ↑ "Soro Assembly Election 2009, Orissa". empoweringindia.org. 2013 [last update]. Archived from the original on 13 January 2017. Retrieved 7 June 2013.
Constituency: Soro (41) District : Balasore
{{cite web}}
: Check date values in:|year=
(help) - ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
360
- ↑ "State Elections 2004 - Partywise Comparision for 15-Soro Constituency of ORISSA". eci.nic.in. 2006. Retrieved 7 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf