ସୋର ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ ଏକ ସହର । ଏହା ବାଲେଶ୍ୱର ଜିଲ୍ଲାର ୭ଟି ତହସିଲ ମଧ୍ୟରୁ ଗୋଟିଏ, ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ, ବିଧାନ ସଭା ନିର୍ବାଚନ ମଣ୍ଡଳୀପଞ୍ଚାୟତ ସମିତି

ସୋର
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବାଲେଶ୍ୱର
ଲୋକ ସଭାଭଦ୍ରକ
ଭାଷାଓଡ଼ିଆ
Elevation
3 m (10 ft)
Population
 (୨୦୧୧)
 • Total୨୭,୭୯୪
Time zoneIST (+୫.୩୦)
ଡାକ କୋଡ଼
୭୫୬୦୪୫[୧]
Area code+୦୬୭୮୮
ଯାନବାହାନ ପଞ୍ଚୀକରଣOR/01

ଅବସ୍ଥାନ

ସମ୍ପାଦନା

ଏହା ୫ ନମ୍ବର ଜାତୀୟ ରାଜପଥ ବା ଜଗନ୍ନାଥ ସଡ଼କ ନିକଟରେ କଲିକତାରୁ ଚେନ୍ନାଇ ଯିବା ରାସ୍ତରେ, ଭଦ୍ରକବାଲେଶ୍ୱର ସହରର ମଝା-ମଝିରେ ଅବସ୍ଥିତ । ଏହା ସୋର ରେଳ ଷ୍ଟେସନ ଚେନାଇରୁ କଲିକତା ଯାଏଁ ଲମ୍ବିଥିବା ଦକ୍ଷିଣ-ପୂର୍ବ ରେଳପଥରେ ପଡେ ।

ଲୋକଗଣନା

ସମ୍ପାଦନା

୨୦୧୧ ଜଣଗଣନା ଅନୁସାରେ,[୨] ସୋରରର ଲୋକସଂଖ୍ୟା ୨୭,୭୯୪ ।

ଓଡ଼ିଆ ସୋରର ସରକାରୀ ଭାଷା ।

  1. onefivenine.com
  2. Alphabetical list of towns and their population, ଭାରତୀୟ ଜନଗଣନା, ୨୦୧୧

ଛାଞ୍ଚ:ବାଲେଶ୍ୱର