ଲଭ୍ ଡଟ୍ କମ୍
ଲଭ୍ ଡଟ୍ କମ୍, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ରଜନୀ ରଞ୍ଜନ ।[୧] ରାହତ୍ କୁଦ୍ଦୁଶୀ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ରାହତ୍ କୁଦ୍ଦୁଶୀ ଏବଂ ତାପସ ଜେନା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ଲଭ୍ ଡଟ୍ କମ୍ | |
---|---|
ନିର୍ଦ୍ଦେଶକ | ରାହତ୍ କୁଦ୍ଦୁଶୀ, ତାପସ ଜେନା |
ପ୍ରଯୋଜକ | ରାହତ୍ କୁଦ୍ଦୁଶୀ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ରାହତ୍ କୁଦ୍ଦୁଶୀ |
କାହାଣୀ | ରାହତ୍ କୁଦ୍ଦୁଶୀ |
କଳାକାର | ସବ୍ୟସାଚୀ ମିଶ୍ର, ମେଘା ଘୋଷ, ବିଜୟ ମହାନ୍ତି, ତନ୍ଦ୍ରା ରାୟ, କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତି, ହରିହର ମାହାପତ୍ର |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଦିଗ୍ବିଜୟ ସିଂହ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୧ ସେପ୍ଟେମ୍ବର ୨୦୦୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ମେଘା ଘୋଷ । ବିଜୟ ମହାନ୍ତି, ତନ୍ଦ୍ରା ରାୟ, କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତି, ହରିହର ମହାପାତ୍ର, ପୁପିନ୍ଦର ସିଂହ[୨], ରତନ ମେହେର, ଦେବୁ ବୋଷ, ମିହିର ଦାସ, ସୁସ୍ମିତା ଦୀପାଲି, ବାଦଲ ମହାନ୍ତି, ପ୍ରଫୁଲ୍ଲ ପଣ୍ଡା, କେ କେ ରାକେଶ, ସମ୍ଭାବନା ସେଠ୍ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ସବ୍ୟସାଚୀ ମିଶ୍ର[୩]
- ମେଘା ଘୋଷ[୪][୫]
- ବିଜୟ ମହାନ୍ତି
- ତନ୍ଦ୍ରା ରାୟ
- କୁନା ତ୍ରିପାଠୀ
- ସ୍ନିଗ୍ଧା ମହାନ୍ତି
- ହରିହର ମାହାପାତ୍ର
- ପୁପିନ୍ଦର ସିଂହ[୬]
- ରତନ ମେହେର
- ଦେବୁ ବୋଷ
- ମିହିର ଦାସ
- ସୁସ୍ମିତା ଦୀପାଲି
- ବାଦଲ ମହାନ୍ତି
- ପ୍ରଫୁଲ୍ଲ ପଣ୍ଡା
- କ୍ରିଷ୍ଣା କର
- ସମ୍ଭାବନା ସେଠ୍ - ଆଇଟମ୍ ନୃତ୍ୟ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ଶ୍ରୀଚରଣ ମହାନ୍ତି, ଦୀପ୍ତିରେଖା ପାଢ଼ୀ, ବାପି ଲହରୀ, ତପୁ ମିଶ୍ର, ରାଜ୍ ନଗେନ୍ଦ୍ର, ପମି, ମାନସ ପ୍ରୀତମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ସମୟ |
---|---|---|---|
1. | "ସବୁ ପାପର ପ୍ରାୟଶ୍ଚିତ ଥାଏ" | ରଜନୀ ରଞ୍ଜନ[୧] | |
2. | "ଓଠ ହେଲାଣି" | ||
3. | "ମୁଁ ଯାଇଥିଲି ଖଣ୍ଡଗିରି" | ||
4. | "ଲଭ୍ ଡଟ୍ କମ୍" | ||
5. | "କୋଉ ସହରରୁ ଆସିଚ" | ||
6. | "ଯୋଉଦିନ ଦୁହିଁଙ୍କର" | ||
7. | "ଏଇ ପୃଥିବୀରୁ" | ||
8. | "ବର୍ଷା ହବ ଛତା ନାହିଁ" | ||
9. | "ଆ ପ୍ରିୟା ଥରେ" |
ଆଧାର
ସମ୍ପାଦନା- ↑ ୧.୦ ୧.୧ "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
- ↑ "ଏ ବର୍ଷ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ପୁପିନ୍ଦର, ଜାଣନ୍ତୁ କାହିଁକି?". sambad.in. 23 December 2017. Retrieved 10 April 2018.
- ↑ "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
- ↑ ଓଝା, ଶିବଶଙ୍କର (28 November 2021). "ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି ଓଲିଉଡ ସୁନ୍ଦରୀ | Sambad". ସମ୍ବାଦ. sambad.in. Archived from the original on 30 May 2022. Retrieved 30 May 2022.
- ↑ "ଏହି ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ ଥରଟିଏ କାମ କରିଛନ୍ତି ମେଘା". ସମ୍ବାଦ. ଭୁବନେଶ୍ୱର: sambad.in. 8 October 2022. Archived from the original on 12 October 2022. Retrieved 12 October 2022.
- ↑ "ଏ ବର୍ଷ ଫେରିବେ ଏହି ଓଲିଉଡ ନାୟକ !". sambad.in. 5 March 2018. Retrieved 10 April 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଲଭ୍ ଡଟ୍ କମ୍