ଚାନ୍ଦବାଲି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
(Chandabali Assembly constituencyରୁ ଲେଉଟି ଆସିଛି)
ଚାନ୍ଦବାଲି (କ୍ରମିକ ସଂଖ୍ୟା: ୪୭) ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଚାନ୍ଦବାଲି ବ୍ଳକ ଓ ତିହିଡ଼ି ବ୍ଳକର କିଛି ଅଞ୍ଚଳ ।[୨][୩]
ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୦୫,୯୧୫ |
ଜିଲ୍ଲା: | ଭଦ୍ରକ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଭଦ୍ରକ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବ୍ୟୋମକେଶ ରାୟ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅମୀୟ କୁମାର ମହାପାତ୍ରଙ୍କଠାରୁ ୨୪୮୮୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ ନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅମିୟ କୁମାର ମହାପାତ୍ରଙ୍କଠାରୁ ୭,୬୧୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୭][୪][୪]
- ୨୦୨୪: (୪୭): ବ୍ୟୋମକେଶ ରାୟ (ବିଜେଡି)
- ୨୦୧୯: (୪୭): ବ୍ୟୋମକେଶ ରାୟ (ବିଜେଡି)
- ୨୦୧୪: (୪୭): ବ୍ୟୋମକେଶ ରାୟ (ବିଜଦ)
- ୨୦୦୯: (୪୭): ବିଜୟ ନାୟକ (ବିଜଦ)
- ୨୦୦୪: (୨୧): ନେତ୍ରାନନ୍ଦ ମଲ୍ଲିକ (କଂଗ୍ରେସ)
- ୨୦୦୦: (୨୧): ବିଷ୍ଣୁ ଚରଣ ସେଠୀ (ଭାଜପା)
- ୧୯୯୫: (୨୧): ନେତ୍ରାନନ୍ଦ ମଲ୍ଲିକ (କଂଗ୍ରେସ)
- ୧୯୯୦: (୨୧): ବୈରାଗୀ ଜେନା (ଜନତା ଦଳ)
- ୧୯୮୫: (୨୧): ନେତ୍ରାନନ୍ଦ ମଲ୍ଲିକ (କଂଗ୍ରେସ)
- ୧୯୮୦: (୨୧): ନେତ୍ରାନନ୍ଦ ମଲ୍ଲିକ (କଂଗ୍ରେସ-ଇ)
- ୧୯୭୭: (୨୧): ଗଙ୍ଗାଧର ଦାସ (ଜନତା)
- ୧୯୭୪: (୨୧): ମନମୋହନ ଦାସ (କଂଗ୍ରେସ)
- ୧୯୭୧: (୨୦): ଗଙ୍ଗାଧର ଦାସ (ଜନ କଂଗ୍ରେସ)
- ୧୯୬୭: (୨୦): ମନମୋହନ ଦାସ (ଜନ କଂଗ୍ରେସ)
- ୧୯୬୧: (୧୨୨): ବୈରାଗୀ ଜେନା (କଂଗ୍ରେସ)
- ୧୯୫୭: (୮୬): ନନ୍ଦକିଶୋର ଜେନା (କଂଗ୍ରେସ), ନୀଳମଣି ରାଉତରାୟ (କଂଗ୍ରେସ)
- ୧୯୫୧: (୬୦): ବୃନ୍ଦାବନ ଦାସ (କଂଗ୍ରେସ) ଓ ଚକ୍ରଧର ବେହେରା (କଂଗ୍ରେସ)
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ବିଧାନ ସଭା ନିର୍ବାଚନ, ଚାନ୍ଦବାଲି [୮] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ବିଜୟ ନାୟକ | ୫୮,୪୬୭ | ୪୩.୫୭ | - | |
କଂଗ୍ରେସ | ଅମିୟ କୁମାର ମହାପାତ୍ର | ୫୦,୮୫୪ | ୩୭.୮୯ | - | |
ଭାଜପା | ପୂର୍ଣ୍ଣ ଚନ୍ଦ୍ର ପାଣି | ୧,୪୭,୮୪ | ୧୧.୦୨ | - | |
ସ୍ୱାଧୀନ | ସଂଗ୍ରାମ କେଶରୀ ରାଉତ | ୬,୦୮୫ | ୪.୫୩ | - | |
ସ୍ୱାଧୀନ | ବିଶ୍ୱ କେଶରୀ ମହାନ୍ତି | ୨,୮୪୭ | ୨.୧୨ | - | |
ବସପା | ସୂର୍ଯ୍ୟ ରଞ୍ଜନ ମିଶ୍ର | ୫୯୫ | ୦.୪୪ | - | |
ସ୍ୱାଧୀନ | ରବି ନାରାୟଣ ମହାପାତ୍ର | ୫୭୧ | ୦.୪୩ | - | |
ଭୋଟ ବ୍ୟବଧାନ | ୭,୬୧୩ | ୫.୬୭* | - | ||
ମତଦାନ ହାର | ୧,୩୪,୨୨୦ | ୬୮.୨୯ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ଆଧାର
ସମ୍ପାଦନା- ↑ "Chandabali Assembly Election 2009, Orissa". empoweringindia.org. Archived from the original on 27 February 2014. Retrieved 7 June 2013.
Constituency: Chandabali (47) District : Bhadrak
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ ୪.୨ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
7613
- ↑ "State Elections 2004 - Partywise Comparision for 21-Chandbali Constituency of ORISSA". eci.nic.in. 2006. Retrieved 7 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf