ଗ୍ରେଗୋରୀ ପାଞ୍ଜି ଅନୁସାରେ ୧ ଜାନୁଆରୀ ବର୍ଷର ପ୍ରଥମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୬୪ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୬୫ ଦିନ ) ।
- ୧୮୮୫ – ଶଶି ଭୂଷଣ ରଥ, ପ୍ରଥମ ଦୈନିକ ଓଡ଼ିଆ ଖବରକାଗଜ 'ଦୈନିକଆଶା'ର ପ୍ରକାଶକ (ମୃତ୍ୟୁ: ୧୯ ମାର୍ଚ୍ଚ ୧୯୪୩)
- ୧୮୯୪ – ସତ୍ୟେନ୍ଦ୍ର ନାଥ ବୋଷ, ଭାରତୀୟ ପଦାର୍ଥ ବିଜ୍ଞାନୀ (ମୃତ୍ୟୁ : ୪ ଫେବୃଆରୀ ୧୯୭୪)
- ୧୯୧୪ – ନୁର ଇନାୟତ ଖାନ, ଭାରତୀୟ ମୂଳର ବ୍ରିଟିଶ ଗୁପ୍ତଚର ଥିଲେ (ମୃତ୍ୟୁ: ୧୩ ସେପ୍ଟେମ୍ବର ୧୯୪୪)
- ୧୯୧୬ – ଭୁବନେଶ୍ୱର ବେହେରା, ଶାରଳା ପୁରସ୍କାର ସମ୍ମାନିତ ଓଡ଼ିଆ ପ୍ରାବନ୍ଧିକ, ଅଧ୍ୟାପକ ଓ ବିଜ୍ଞାନ ଲେଖକ (ମୃତ୍ୟୁ: ୨୦୦୧)
- ୧୯୩୫ – ସୁଧାକର ସାହୁ, ଓଡ଼ିଶୀ ନୃତ୍ୟ ଗୁରୁ
- ୧୯୪୦ – ସାଧୁ ମେହେର, ଜୟଦେବ ପୁରସ୍କାର ସମ୍ମାନିତ ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ, ଲେଖକ ଓ ପ୍ରଯୋଜକ
- ୧୯୬୦ – ନବକିଶୋର ମିଶ୍ର, ଗୀତୀକାର, ସଙ୍ଗୀତ ନିର୍ଦ୍ଦେଶକ ଓ ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟଗୁରୁ
ଉଇକିମିଡ଼ିଆ କମନ୍ସରେ ୧ ଜାନୁଆରୀ
ବାବଦରେ ମାଧ୍ୟମ ରହିଛି । |