୨୬ ଜାନୁଆରୀ
ତାରିଖ
<< | ଜାନୁଆରୀ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ||||||
୨ | ୩ | ୪ | ୫ | ୬ | ୭ | ୮ |
୯ | ୧୦ | ୧୧ | ୧୨ | ୧୩ | ୧୪ | ୧୫ |
୧୬ | ୧୭ | ୧୮ | ୧୯ | ୨୦ | ୨୧ | ୨୨ |
୨୩ | ୨୪ | ୨୫ | ୨୬ | ୨୭ | ୨୮ | ୨୯ |
୩୦ | ୩୧ | |||||
୨୦୨୨ |
January 26 in recent years |
୨୦୨୨ (ବୁଧବାର) |
୨୦୨୧ (ମଙ୍ଗଳବାର) |
୨୦୨୦ (ରବିବାର) |
୨୦୧୯ (ଶନିବାର) |
୨୦୧୮ (ଶୁକ୍ରବାର) |
୨୦୧୭ (ଗୁରୁବାର) |
୨୦୧୬ (ମଙ୍ଗଳବାର) |
୨୦୧୫ (ସୋମବାର) |
୨୦୧୪ (ରବିବାର) |
୨୦୧୩ (ଶନିବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୬ ଜାନୁଆରୀ ବର୍ଷର ୨୬ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୩୯ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୪୦ ଦିନ ) ।
ଘଟଣାବଳୀସମ୍ପାଦନ କରନ୍ତୁ
- ୧୯୫୦ : ଭାରତର ଜନରାଜ୍ୟ ଦିବସ
- ୧୯୭୯ : ଢେଙ୍କାନାଳର କପିଳାଠାରେ ମୃଗବିହାର (କ୍ଷୁଦ୍ର ଚିଡ଼ିଆଖାନା) ଉଦଘାଟିତ ।
- ୨୦୦୮ : ପ୍ରତାପଗଡ଼ ଜିଲ୍ଲା ରାଜସ୍ଥାନର ୩୩ତମ ଜିଲ୍ଲା ଭାବେ ସ୍ୱୀକୃତି ।
ଜନ୍ମସମ୍ପାଦନ କରନ୍ତୁ
- ୧୯୯୧: ରାଜସ୍ମିତା କର, ନୃତ୍ୟଶିଳ୍ପୀ
ଦେହାନ୍ତସମ୍ପାଦନ କରନ୍ତୁ
- ୨୦୧୫ : ଆର. କେ. ଲକ୍ଷ୍ମଣ, ଭାରତୀୟ ବ୍ୟଙ୍ଗ ଚିତ୍ରକାର (ମୃତ୍ୟୁ : ୨୪ ଅକ୍ଟୋବର ୧୯୨୧)
ପର୍ବପର୍ବାଣିସମ୍ପାଦନ କରନ୍ତୁ
ବାହାର ଲିଙ୍କସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ ୨୬ ଜାନୁଆରୀ ବାବଦରେ ମାଧ୍ୟମ ରହିଛି । |