୧୬ ଜାନୁଆରୀ
ତାରିଖ
<< | ଜାନୁଆରୀ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | |
୭ | ୮ | ୯ | ୧୦ | ୧୧ | ୧୨ | ୧୩ |
୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
୨୮ | ୨୯ | ୩୦ | ୩୧ | |||
୨୦୨୪ |
January 16 in recent years |
୨୦୨୪ (ମଙ୍ଗଳବାର) |
୨୦୨୩ (ସୋମବାର) |
୨୦୨୨ (ରବିବାର) |
୨୦୨୧ (ଶନିବାର) |
୨୦୨୦ (ଗୁରୁବାର) |
୨୦୧୯ (ବୁଧବାର) |
୨୦୧୮ (ମଙ୍ଗଳବାର) |
୨୦୧୭ (ସୋମବାର) |
୨୦୧୬ (ଶନିବାର) |
୨୦୧୫ (ଶୁକ୍ରବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୬ ଜାନୁଆରୀ ବର୍ଷର ୧୬ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୪୯ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୫୦ ଦିନ ) ।
ଘଟଣାବଳୀ
ସମ୍ପାଦନା- ୧୪୯୩ – କଲମ୍ବସ ସ୍ପେନକୁ ଯାତ୍ରା ଆରମ୍ଭ କରିଥିଲେ ।
- ୧୯୨୦ – ଜର୍ଜିଆ ସ୍ୱାଧୀନ ହୋଇଥିଲା।
- ୧୯୩୧ – କ୍ରିକେଟ ଖେଳାଳୀ ଜନ୍ ବ୍ରାଡମ୍ୟାନ ୨୯୭ମିନିଟରେ ୨୬ଥର ଚଉକା ମାରି ରେକର୍ଡ କରିଥିଲେ।
- ୧୯୩୮ – ପ୍ରଥମ ଜାଜ୍ ସଙ୍ଗୀତ ଉତ୍ସବ କାନାଡ଼ାରେ ଅନୁଷ୍ଠିତ ହୋଇଥିଲା।
- ୧୯୮୫ – ଥାଇଲାଣ୍ଡରେ ଶିକ୍ଷକ ଦିବସ ପାଳନ ଆରମ୍ଭ ।
- ୧୯୮୯ – ସୋଭିଏତ ଋଷ ମଙ୍ଗଳ ଯାନ ନେଇ ନୂତନ ତଥ୍ୟ ପ୍ରକାଶ କରିଥିଲା।
- ୧୯୭୮ – ମହାକାଶ ଯାନ ସୋୟୁଜ-୨୭ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଥିଲା।
ଜନ୍ମ
ସମ୍ପାଦନାମୃତ୍ୟୁ
ସମ୍ପାଦନା- ୨୦୧୧ – ଚିତ୍ତରଞ୍ଜନ ଦାସ, କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୩ ଅକ୍ଟୋବର ୧୯୨୩)
ପର୍ବପର୍ବାଣି
ସମ୍ପାଦନାବାହାର ଲିଙ୍କ
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ୧୬ ଜାନୁଆରୀ
ବାବଦରେ ମାଧ୍ୟମ ରହିଛି ।