୧୯ ଜାନୁଆରୀ
ତାରିଖ
<< | ଜାନୁଆରୀ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | |||||
୩ | ୪ | ୫ | ୬ | ୭ | ୮ | ୯ |
୧୦ | ୧୧ | ୧୨ | ୧୩ | ୧୪ | ୧୫ | ୧୬ |
୧୭ | ୧୮ | ୧୯ | ୨୦ | ୨୧ | ୨୨ | ୨୩ |
୨୪ | ୨୫ | ୨୬ | ୨୭ | ୨୮ | ୨୯ | ୩୦ |
୩୧ | ||||||
୨୦୨୧ |
January 19 in recent years |
୨୦୨୧ (ମଙ୍ଗଳବାର) |
୨୦୨୦ (ରବିବାର) |
୨୦୧୯ (ଶନିବାର) |
୨୦୧୮ (ଶୁକ୍ରବାର) |
୨୦୧୭ (ଗୁରୁବାର) |
୨୦୧୬ (ମଙ୍ଗଳବାର) |
୨୦୧୫ (ସୋମବାର) |
୨୦୧୪ (ରବିବାର) |
୨୦୧୩ (ଶନିବାର) |
୨୦୧୨ (ଗୁରୁବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୯ ଜାନୁଆରୀ ବର୍ଷର ୧୯ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୪୬ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୪୭ ଦିନ ) ।
ଘଟଣାବଳୀସମ୍ପାଦନ କରନ୍ତୁ
- ୧୯୦୩ : ପ୍ରଥମଥର ଆମେରିକା-ଇଂଲଣ୍ଡ ମଧ୍ୟରେ ରେଡିଓ କାର୍ଯ୍ୟକ୍ରମ ପ୍ରସାରଣ।
- ୧୯୫୭ : ଋଷିଆ ପରମାଣୁ ପରୀକ୍ଷା କରିଥିଲା।
- ୧୯୬୬ : ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ହେଇଥିଲେ।
- ୧୯୭୭ : ବିଶ୍ୱର ସବୁଠାରୁ ବଡ଼ ଭିଡ଼ ଭାରତୀୟ କୁମ୍ଭ ମେଳାରେ ହୋଇଥିଲା।
ଜନ୍ମସମ୍ପାଦନ କରନ୍ତୁ
ମୃତ୍ୟୁସମ୍ପାଦନ କରନ୍ତୁ
- ୧୯୯୭: କୃଷ୍ଣଚନ୍ଦ୍ର ତ୍ରିପାଠୀ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ କବି, (ଜନ୍ମ: ୧୪ ଜାନୁଆରୀ ୧୯୧୧)
- ୨୦୧୫: ରଜନୀ କୋଠାରୀ, ଭାରତୀୟ ରାଜନୀତି ବିଜ୍ଞାନୀ, ରାଜନୈତିକ ତତ୍ତ୍ୱବିତ ଓ ଏକାଡେମିକ ଲେଖକ (ଜନ୍ମ: ୧୯୨୮)
ପର୍ବପର୍ବାଣୀସମ୍ପାଦନ କରନ୍ତୁ
ବାହାର ଲିଙ୍କସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ ୧୯ ଜାନୁଆରୀ ବାବଦରେ ମାଧ୍ୟମ ରହିଛି । |